English
Leaf on chair#love_shayari Wallpaper.
1321 Stories
Neel.
126 View
White ବିଶ୍ଲେଷଣ ମୋ ଅହମିକା ନିକଟରେ ଅନ୍ୟମାନେ କେତେ ଯେ ନଗଣ୍ୟ ଏଇ ଭାବନାଠୁ ହିଁ ତ ଆରମ୍ଭ ହୁଏ ଜୀବନର ବିଶ୍ଲେଷଣ । ତୁଚ୍ଛ ତୁମକୁ କହି, ଯଦି ମୁଁ ବଡ଼ ପାଲଟିଗଲି ତାହାଲେ ସତରେ ମୁଁ କ'ଣ କଲି ସେଇଆ କଲି ଯାହା ଅନ୍ୟମାନେ କରୁଛନ୍ତି ତାହେଲେ ସେମାନଙ୍କଠୁ ଭିନ୍ନ କେମିତି ହେଲି ? ମୁଁ , ମୋର, ମୋ ପାଇଁର ଭାବନା ମତେ ଏତେ ମାତ୍ରାରେ ଗ୍ରାସିଗଲା ଯେ ସମ୍ପର୍କ ମୂଲ୍ୟହୀନ ପାଲଟିଲା ଆମ୍ଭେର ପରିଭାଷା ମଳିନ ପଡ଼ିଲା ସବୁତକ ବିକିଦେଲି ଧନ ପାଇଁ ଶାନ୍ତି କେଉଁଠି ମିଳିଲା ? ଅନେକ ତ ସେଇଆ କରନ୍ତି ତେବେ ମୁଁ ଭିନ୍ନ କ'ଣ କଲି । ଆଶ୍ଚର୍ଯ୍ୟ କ'ଣ ଜାଣନ୍ତି ଜୀବନର ଜନ୍ମ କିମ୍ବା ମୃତ୍ୟୁର ଆକଳନ ନୁହେଁ ଆମ ଅକ୍ତିଆରରେ ଆଉ ସେଇ ଶ୍ମଶାନ, ସେଇ କବରସ୍ତାନ ସେଠାକୁ ଆସୁଥିବା କାଠ ଓ ଏଠାକୁ ଆସିଥିବା କଫନ । କାଠ ଓ କଫନ ଯିଏ ପ୍ରସ୍ତୁତ କରେ ସେ ବିକ୍ରି କରିଦିଏ ଯିଏ କିଣେ ସେ ବ୍ୟବହାର କରେନାହିଁ ଯାହା ପାଇଁ ବ୍ୟବହାର ହୁଏ ସେ ଜାଣିପିରେ ନାହିଁ ଯଦି ସତରେ ଏତିକି ମାତ୍ର ଜୀବନ କାହିଁକି ତେବେ ଏତେ ମାନ ଅଭିମାନ ।। ତଫିଜୁଲ ହୁସେନ ଚିପିଲିମା, ସମ୍ବଲପୁର ©Tafizul Sambalpuri
Tafizul Sambalpuri
10 Love
White ਪਤਾ ਨਹੀਂ ਸ਼ਾਇਰ ਸ਼ਾਇਰ ਲੋਕੀ ਕਿਉਂ ਕਹਿਣ ਲੱਗ ਗਏ, ਮੈ ਤਾਂ ਸਿਰਫ ਦੁੱਖ ਸੁਣਾਉਂਦਾ ਸੀ, ਬੱਸ ਐਵੇਂ ਹੀ ਵਾਹ ਵਾਹ ਕਹਿਣ ਲੱਗ ਪਏ.. ਅਮਨ ਮਾਜਰਾ ©Aman Majra
Aman Majra
11 Love
رضاحسین رضی
90 View
White क्या कहा जाए,,,,, क्यों न खामोश रहा जाए।।।। कोई नई बात हो तो बहस हो,,,,,, हर बार क़िस्मत से क्यों लड़ा जाए।।।।।।।। ©Ram Yadav
Ram Yadav
White easy does it everyone😊 ©Yuvika Shekhawat
Yuvika Shekhawat
32 Love
You are not a Member of Nojoto with email
or already have account Login Here
Will restore all stories present before deactivation. It may take sometime to restore your stories.
Continue with Social Accounts
Download App
Stories | Poetry | Experiences | Opinion
कहानियाँ | कविताएँ | अनुभव | राय
Continue with
Download the Nojoto Appto write & record your stories!
Continue with Social Accounts
Facebook Googleor already have account Login Here