ଚାଖଣ୍ଡେ ପେଟର ଭୋକ ଭରିଲା ଆଖିରେ କ'ଣ କିଛି ସ୍ବଚ୍ଛ ଦେଖ | ଓଡ଼ିଆ କବିତା Video

"ଚାଖଣ୍ଡେ ପେଟର ଭୋକ ଭରିଲା ଆଖିରେ କ'ଣ କିଛି ସ୍ବଚ୍ଛ ଦେଖାଯାଏ କି ଭୋକିଲା ପେଟକୁ ବା କି ସ୍ବାଦ ଖୋଜା ଚାଖଣ୍ଡେ ପେଟର ଭୋକ ଠାରୁ କ'ଣ ବା ଅଧିକ ଯନ୍ତ୍ରଣାଦାୟକ ହେଇପାରେ ଲହୁ ଲୁହାଣ କେବଳ ଶରୀର ହୁଏ ନାହିଁ ବାରମ୍ବାର ହାତ ପତାଇବାକୁ ପଡ଼େ ସମସ୍ତ ଚିତ୍କାର, ତିରସ୍କାରକୁ ଆଶୀର୍ବାଦ ଭାବି ବଦନେ ବୋଳିଲେ ଯାଇଁ କେଉଁଠି ଆଃ ମହୋଷଧିର ସନ୍ଧାନ ମିଳେ ।। ©Tafizul Sambalpuri "

ଚାଖଣ୍ଡେ ପେଟର ଭୋକ ଭରିଲା ଆଖିରେ କ'ଣ କିଛି ସ୍ବଚ୍ଛ ଦେଖାଯାଏ କି ଭୋକିଲା ପେଟକୁ ବା କି ସ୍ବାଦ ଖୋଜା ଚାଖଣ୍ଡେ ପେଟର ଭୋକ ଠାରୁ କ'ଣ ବା ଅଧିକ ଯନ୍ତ୍ରଣାଦାୟକ ହେଇପାରେ ଲହୁ ଲୁହାଣ କେବଳ ଶରୀର ହୁଏ ନାହିଁ ବାରମ୍ବାର ହାତ ପତାଇବାକୁ ପଡ଼େ ସମସ୍ତ ଚିତ୍କାର, ତିରସ୍କାରକୁ ଆଶୀର୍ବାଦ ଭାବି ବଦନେ ବୋଳିଲେ ଯାଇଁ କେଉଁଠି ଆଃ ମହୋଷଧିର ସନ୍ଧାନ ମିଳେ ।। ©Tafizul Sambalpuri

#kabita

People who shared love close

More like this

Trending Topic