ଜୀବନ ଯେବେ ଶୋଇଯାଏ ସ୍ବପ୍ନସବୁ ଅଧାଗଢ଼ା ହୋଇ ଆଖିକୋଣେ ରହ | ଓଡ଼ିଆ Quotes Video

"ଜୀବନ ଯେବେ ଶୋଇଯାଏ ସ୍ବପ୍ନସବୁ ଅଧାଗଢ଼ା ହୋଇ ଆଖିକୋଣେ ରହିଯାଏ। ଜୀବନ ଯେବେ ଶୋଇଯାଏ ଆଶା ସବୁ ମନ ଆକାଶରେ ବାଦଲ ଭିତରେ ଲୁଚିଯାଏ। ଜୀବନ ଯେବେ ଶୋଇଯାଏ ଇଚ୍ଛା ଅଭିଳାଷ ସବୁ ଲୁହ ହୋଇ ବହିଯାଏ। ©Tapaswini Jena "

ଜୀବନ ଯେବେ ଶୋଇଯାଏ ସ୍ବପ୍ନସବୁ ଅଧାଗଢ଼ା ହୋଇ ଆଖିକୋଣେ ରହିଯାଏ। ଜୀବନ ଯେବେ ଶୋଇଯାଏ ଆଶା ସବୁ ମନ ଆକାଶରେ ବାଦଲ ଭିତରେ ଲୁଚିଯାଏ। ଜୀବନ ଯେବେ ଶୋଇଯାଏ ଇଚ୍ଛା ଅଭିଳାଷ ସବୁ ଲୁହ ହୋଇ ବହିଯାଏ। ©Tapaswini Jena

#ଜୀବନଯେବେଶୋଇଯାଏ

People who shared love close

More like this

Trending Topic