ମୋ ପାଇଁ ପ୍ରେମ ମାନେ କେବଳ ତୁମେ ଆମ ସଂପର୍କ ରେ ଫାଟ ସୃଷ୍ | ଓଡ଼ିଆ ପ୍ରେମ ଏବଂ ର

"ମୋ ପାଇଁ ପ୍ରେମ ମାନେ କେବଳ ତୁମେ ଆମ ସଂପର୍କ ରେ ଫାଟ ସୃଷ୍ଟି କରିବା ପାଇଁ କେଜାଣି କେତେ ଜଣ ଆସି ସାରିଛନ୍ତି , ମନେ ବି ପଡୁନି ... କେତେ ଥର ଆମେ ଆମ ସୁନ୍ଦର ସମ୍ପର୍କ କୁ ଶେଷ ସ୍ପର୍ଶ ଦେବା ପାଇଁ ନିଷ୍ପତ୍ତି ନେଇ ସାରିଥିଲେ ... ଯାହା ବି ହେଉ ନା କାହିଁକି ... ହଜାରେ ଝଗଡ଼ା ...ହଜାରେ ଭୁଲ ବୁଝାମଣା ପରେ ମଧ୍ୟ ତୁମେ ମୋ ସାଥିରେ ଠିକ୍ ସେହି ପରି ଅଛ, ଯେପରି ଆମ ସମ୍ପର୍କର ପ୍ରଥମ ଦିନରେ ଥିଲ । ଜାଣିନି , ମୁଁ ଭାଗ୍ୟବାନ ନା ଆମ ସଂପର୍କ ବଳବାନ ©Bittu"

 ମୋ ପାଇଁ ପ୍ରେମ ମାନେ
କେବଳ ତୁମେ
ଆମ ସଂପର୍କ ରେ ଫାଟ ସୃଷ୍ଟି କରିବା ପାଇଁ କେଜାଣି କେତେ ଜଣ ଆସି ସାରିଛନ୍ତି , ମନେ ବି ପଡୁନି ... କେତେ ଥର ଆମେ ଆମ ସୁନ୍ଦର ସମ୍ପର୍କ କୁ ଶେଷ ସ୍ପର୍ଶ ଦେବା ପାଇଁ ନିଷ୍ପତ୍ତି ନେଇ ସାରିଥିଲେ ... ଯାହା ବି ହେଉ ନା କାହିଁକି ... ହଜାରେ ଝଗଡ଼ା ...ହଜାରେ ଭୁଲ ବୁଝାମଣା ପରେ ମଧ୍ୟ ତୁମେ ମୋ ସାଥିରେ ଠିକ୍ ସେହି ପରି ଅଛ, ଯେପରି ଆମ ସମ୍ପର୍କର ପ୍ରଥମ ଦିନରେ ଥିଲ ।

ଜାଣିନି , ମୁଁ ଭାଗ୍ୟବାନ ନା ଆମ ସଂପର୍କ ବଳବାନ

©Bittu

ମୋ ପାଇଁ ପ୍ରେମ ମାନେ କେବଳ ତୁମେ ଆମ ସଂପର୍କ ରେ ଫାଟ ସୃଷ୍ଟି କରିବା ପାଇଁ କେଜାଣି କେତେ ଜଣ ଆସି ସାରିଛନ୍ତି , ମନେ ବି ପଡୁନି ... କେତେ ଥର ଆମେ ଆମ ସୁନ୍ଦର ସମ୍ପର୍କ କୁ ଶେଷ ସ୍ପର୍ଶ ଦେବା ପାଇଁ ନିଷ୍ପତ୍ତି ନେଇ ସାରିଥିଲେ ... ଯାହା ବି ହେଉ ନା କାହିଁକି ... ହଜାରେ ଝଗଡ଼ା ...ହଜାରେ ଭୁଲ ବୁଝାମଣା ପରେ ମଧ୍ୟ ତୁମେ ମୋ ସାଥିରେ ଠିକ୍ ସେହି ପରି ଅଛ, ଯେପରି ଆମ ସମ୍ପର୍କର ପ୍ରଥମ ଦିନରେ ଥିଲ । ଜାଣିନି , ମୁଁ ଭାଗ୍ୟବାନ ନା ଆମ ସଂପର୍କ ବଳବାନ ©Bittu

People who shared love close

More like this

Trending Topic