ସବୁ ଶାମୁକାରେ ନଥାଏ ମୁକୁତା, ସବୁ ହସ ପଛେ ନଥାଏ କାରଣ; | ଓଡ଼ିଆ ପ୍ରେରଣାଦାୟକ କା

"ସବୁ ଶାମୁକାରେ ନଥାଏ ମୁକୁତା, ସବୁ ହସ ପଛେ ନଥାଏ କାରଣ; କିଛିଙ୍କ ମନରେ ବିରାଟ ଶୂନ୍ୟତା, କିଛି ପ୍ରାଣ ଭୋଗନ୍ତି ନିଇତି ଦହନ। ©ପ୍ରିୟଙ୍କା ©Be A Poet Or Be The Poem"

 ସବୁ ଶାମୁକାରେ ନଥାଏ ମୁକୁତା,
ସବୁ ହସ
 ପଛେ ନଥାଏ କାରଣ;

କିଛିଙ୍କ ମନରେ ବିରାଟ ଶୂନ୍ୟତା,
କିଛି ପ୍ରାଣ ଭୋଗନ୍ତି ନିଇତି ଦହନ।

©ପ୍ରିୟଙ୍କା

©Be A Poet Or Be The Poem

ସବୁ ଶାମୁକାରେ ନଥାଏ ମୁକୁତା, ସବୁ ହସ ପଛେ ନଥାଏ କାରଣ; କିଛିଙ୍କ ମନରେ ବିରାଟ ଶୂନ୍ୟତା, କିଛି ପ୍ରାଣ ଭୋଗନ୍ତି ନିଇତି ଦହନ। ©ପ୍ରିୟଙ୍କା ©Be A Poet Or Be The Poem

#Ho

People who shared love close

More like this

Trending Topic