White ପ୍ରତିଶୋଧ ର ଭାବନାରେ ମନ ଗଣେଶ ନୁହେଁ ପିଶାଚ ର ରୂପ | ଓଡ଼ିଆ Sad Video

"White ପ୍ରତିଶୋଧ ର ଭାବନାରେ ମନ ଗଣେଶ ନୁହେଁ ପିଶାଚ ର ରୂପ ନିଏ‼️ ପ୍ରତିଶୋଧ ଭାବନାରେ . . . ମନ ପାଣି କି ଖାଦ୍ୟ ନୁହେଁ ରକ୍ତ ମାଂସ ଖୋଜେ‼️ ପ୍ରତିଶୋଧ ଭାବନାରେ . . . ହାତ କଲମ କି ଲଙ୍ଗଳ ନୁହେଁ ହତିଆର ଧରେ‼️ ପ୍ରତିଶୋଧ ଭାବନାରେ . . . ମନ ହୁତାସନ ର ନିଆଁ ହୁଏ ସେ ନିଆଁର ଧୂଆଁ ସବୁକୁ ପ୍ରଶ୍ୱାସ କରି , ରକ୍ତ ସବୁକୁ ହୃଦୟ କଡ଼େଇରେ ଫୁଟାଏ‼️ ଆଉ ସେଇ ଫୁଟା ରକ୍ତର ବାଷ୍ପ ସବୁକୁ ନାଲିଆଖି ଗର୍ଜନର ଶବ୍ଦ ବନାଏ❗ ©KkA "

White ପ୍ରତିଶୋଧ ର ଭାବନାରେ ମନ ଗଣେଶ ନୁହେଁ ପିଶାଚ ର ରୂପ ନିଏ‼️ ପ୍ରତିଶୋଧ ଭାବନାରେ . . . ମନ ପାଣି କି ଖାଦ୍ୟ ନୁହେଁ ରକ୍ତ ମାଂସ ଖୋଜେ‼️ ପ୍ରତିଶୋଧ ଭାବନାରେ . . . ହାତ କଲମ କି ଲଙ୍ଗଳ ନୁହେଁ ହତିଆର ଧରେ‼️ ପ୍ରତିଶୋଧ ଭାବନାରେ . . . ମନ ହୁତାସନ ର ନିଆଁ ହୁଏ ସେ ନିଆଁର ଧୂଆଁ ସବୁକୁ ପ୍ରଶ୍ୱାସ କରି , ରକ୍ତ ସବୁକୁ ହୃଦୟ କଡ଼େଇରେ ଫୁଟାଏ‼️ ଆଉ ସେଇ ଫୁଟା ରକ୍ତର ବାଷ୍ପ ସବୁକୁ ନାଲିଆଖି ଗର୍ଜନର ଶବ୍ଦ ବନାଏ❗ ©KkA

#ପ୍ରତିଶୋଧ #kka
#କମଳାକୃଷ୍ଣ_ଅଶୋକ
#Music #Life
#Nojoto #Love
#Life_experience
#sad_quotes

People who shared love close

More like this

Trending Topic