*ଏ ବର୍ଷା* ************** ଗ୍ରୀଷ୍ମର ଉତ୍ତାପ।🥵 ବର୍ଷାର | ଓଡ଼ିଆ कविता

"*ଏ ବର୍ଷା* ************** ଗ୍ରୀଷ୍ମର ଉତ୍ତାପ।🥵 ବର୍ଷାର ଶୀତଳତା।⛈️ ଦେହର ତାପମାତ୍ରା।🤒 ମନର ଆବେଗ।😐 ତୁମର ସ୍ପର୍ଶ।🤗 ମୋର ଶିହରଣ।🤭 ତୁମେ କାରଣ।🫂💞 ପ୍ରେମ ଅକାରଣ।❣️🤞 ଚାତକ ମୁଁ।💁‍♀️ ବାରିଧି ତୁମେ।💁‍♂️ ଛୁଇଁଲ ଆଜି।🙈 ପାଇଲି ଜୀବନ।। 👩‍❤️‍👨 *************** ©Baisakhi Mohanty"

 *ଏ ବର୍ଷା*
**************

ଗ୍ରୀଷ୍ମର ଉତ୍ତାପ।🥵
ବର୍ଷାର ଶୀତଳତା।⛈️
ଦେହର ତାପମାତ୍ରା।🤒
ମନର ଆବେଗ।😐
ତୁମର ସ୍ପର୍ଶ।🤗
ମୋର ଶିହରଣ।🤭
ତୁମେ କାରଣ।🫂💞
ପ୍ରେମ ଅକାରଣ।❣️🤞
ଚାତକ ମୁଁ।💁‍♀️
ବାରିଧି ତୁମେ।💁‍♂️
ଛୁଇଁଲ ଆଜି।🙈
ପାଇଲି ଜୀବନ।। 👩‍❤️‍👨

***************

©Baisakhi Mohanty

*ଏ ବର୍ଷା* ************** ଗ୍ରୀଷ୍ମର ଉତ୍ତାପ।🥵 ବର୍ଷାର ଶୀତଳତା।⛈️ ଦେହର ତାପମାତ୍ରା।🤒 ମନର ଆବେଗ।😐 ତୁମର ସ୍ପର୍ଶ।🤗 ମୋର ଶିହରଣ।🤭 ତୁମେ କାରଣ।🫂💞 ପ୍ରେମ ଅକାରଣ।❣️🤞 ଚାତକ ମୁଁ।💁‍♀️ ବାରିଧି ତୁମେ।💁‍♂️ ଛୁଇଁଲ ଆଜି।🙈 ପାଇଲି ଜୀବନ।। 👩‍❤️‍👨 *************** ©Baisakhi Mohanty

ଏ ବର୍ଷା ର ମହକ 🤗💞...
#together #you_and_me
#mylion

#rain

People who shared love close

More like this

Trending Topic