ତତେ କହିବାକୁ ଚାହେଁ ହାୟେ ଗୋଟେ କାହାଣୀ ଯାହାକି ଆରମ୍ଭ ଫ | ଓଡ଼ିଆ Poetry Video

"ତତେ କହିବାକୁ ଚାହେଁ ହାୟେ ଗୋଟେ କାହାଣୀ ଯାହାକି ଆରମ୍ଭ ଫ୍ରୋମ ତୋର ଚାହାଣି। ଦେଖି ତୋର ହାଏ ଚୋରା ଚାହାଣି ହୃଦୟକୁ ମୋର ତୁ ଦେଇଚୁ ହାଣି। କାଜଲ ଗାର ରେ ନୟନ ତୋର ଘାଇଲା କରିଛି ହୃଦୟକୁ ମୋର। ©Diptiranjan Sahoo "

ତତେ କହିବାକୁ ଚାହେଁ ହାୟେ ଗୋଟେ କାହାଣୀ ଯାହାକି ଆରମ୍ଭ ଫ୍ରୋମ ତୋର ଚାହାଣି। ଦେଖି ତୋର ହାଏ ଚୋରା ଚାହାଣି ହୃଦୟକୁ ମୋର ତୁ ଦେଇଚୁ ହାଣି। କାଜଲ ଗାର ରେ ନୟନ ତୋର ଘାଇଲା କରିଛି ହୃଦୟକୁ ମୋର। ©Diptiranjan Sahoo

#dodil #chaprilove #lovebychance #Diptiranjan

People who shared love close

More like this

Trending Topic