White ଵିଲୁପ୍ତ ଦ୍ବାର ଦେଶରେ ମଣିଷ ଚାଲିଚଳଣି ଲୋଭ ର ଦ୍ୱା | ଓଡ଼ିଆ କବିତା Video

"White ଵିଲୁପ୍ତ ଦ୍ବାର ଦେଶରେ ମଣିଷ ଚାଲିଚଳଣି ଲୋଭ ର ଦ୍ୱାରଦେଶରେ ଆଜିର ସମାଜ ହୀତାଖାକିଂ ନୁହେଁ ଉପଦ୍ରବ ର ବଜାର ଭାଇ ବଂଧୁ ଲୋଡା ନାହିଁ ଏକଲା ସହଚର ଜିନ୍ସ,ଟୋପି, ହିଲ୍,ଡିଜେ,ଡାନ୍ସ ଏ ସବୁ ଆଜିର ବଜାର ଅହଂ, ସ୍ୱାର୍ଥପରତା, ଟଙ୍କା ଆଜି କରେ ସଭିଙ୍କୁ ଛାରଖାର ନାରୀ ଆଜି ପାଲଟିଛି ଦାଣ୍ଡର ଡିକ୍ଟଟର ଏକଲା ସମାଜରେ ରହିବା ଅଭ୍ୟସ୍ତ ଆଜିର କ୍ୟାରକ୍ଟର ବୁଲିଵା, ଠକେଇ କରିବା,ଆଶାନ୍ତ କରିବା ଆଜିର ଅଡର ଵଡ,ସାନ, ସ୍ଥାନ,କାଳ,ପାତ୍ର,ଆଦର୍ଶ ନ ଥାଏ ଫେଵର ଓଡ଼ିଆ ଭାଷାର ବି ଵିଲୁପ୍ତ ହୋଏ ଆଜି ନାରଖାର ଚାଲିଚଳନ, ସଂସ୍କୃତି ର ବି ହୁଏ ଅବଗାନ ଗାଁ ଗହଳିରେ ବି ବିଲୁପ୍ତ ର ଅବସାଦ ଜଗଂଲରେ ପଶୁ ,ପକ୍ଷୀ, ଉଦ୍ଭିଦ ର ପତନ ଜଳ ର ହ୍ରାସ ର ଦୁର୍ଦ୍ଦିନର ଆଭାସ ସହସାଥୀ ଟିଏ ମିଳିବା ଆଜିର ଭେଜାଲ ନାରୀ ଆଜି ପାଲଟିଛି ଟକାଂର ସୀକାର ଗୋରୁ ଭଳି ନାରୀ ବିକ୍ରି ହୁଏ ଆଜିର ଭେଜାଲ ବାଃ ବାଃ ରେ ସମୟ ତୁ କେଡେ ସ୍ଵାର୍ଥପର ଆଜି ସଵୁ ଚାଲିଛି ଖାଲି ବିଲୁପ୍ତ ର ଗନ୍ତାଘର ଖାଲି ବିଲୁପ୍ତ ର ଅଡର ବିଲୁପ୍ତ ର ଅଡର। ©Niranjan Mahapatra "

White ଵିଲୁପ୍ତ ଦ୍ବାର ଦେଶରେ ମଣିଷ ଚାଲିଚଳଣି ଲୋଭ ର ଦ୍ୱାରଦେଶରେ ଆଜିର ସମାଜ ହୀତାଖାକିଂ ନୁହେଁ ଉପଦ୍ରବ ର ବଜାର ଭାଇ ବଂଧୁ ଲୋଡା ନାହିଁ ଏକଲା ସହଚର ଜିନ୍ସ,ଟୋପି, ହିଲ୍,ଡିଜେ,ଡାନ୍ସ ଏ ସବୁ ଆଜିର ବଜାର ଅହଂ, ସ୍ୱାର୍ଥପରତା, ଟଙ୍କା ଆଜି କରେ ସଭିଙ୍କୁ ଛାରଖାର ନାରୀ ଆଜି ପାଲଟିଛି ଦାଣ୍ଡର ଡିକ୍ଟଟର ଏକଲା ସମାଜରେ ରହିବା ଅଭ୍ୟସ୍ତ ଆଜିର କ୍ୟାରକ୍ଟର ବୁଲିଵା, ଠକେଇ କରିବା,ଆଶାନ୍ତ କରିବା ଆଜିର ଅଡର ଵଡ,ସାନ, ସ୍ଥାନ,କାଳ,ପାତ୍ର,ଆଦର୍ଶ ନ ଥାଏ ଫେଵର ଓଡ଼ିଆ ଭାଷାର ବି ଵିଲୁପ୍ତ ହୋଏ ଆଜି ନାରଖାର ଚାଲିଚଳନ, ସଂସ୍କୃତି ର ବି ହୁଏ ଅବଗାନ ଗାଁ ଗହଳିରେ ବି ବିଲୁପ୍ତ ର ଅବସାଦ ଜଗଂଲରେ ପଶୁ ,ପକ୍ଷୀ, ଉଦ୍ଭିଦ ର ପତନ ଜଳ ର ହ୍ରାସ ର ଦୁର୍ଦ୍ଦିନର ଆଭାସ ସହସାଥୀ ଟିଏ ମିଳିବା ଆଜିର ଭେଜାଲ ନାରୀ ଆଜି ପାଲଟିଛି ଟକାଂର ସୀକାର ଗୋରୁ ଭଳି ନାରୀ ବିକ୍ରି ହୁଏ ଆଜିର ଭେଜାଲ ବାଃ ବାଃ ରେ ସମୟ ତୁ କେଡେ ସ୍ଵାର୍ଥପର ଆଜି ସଵୁ ଚାଲିଛି ଖାଲି ବିଲୁପ୍ତ ର ଗନ୍ତାଘର ଖାଲି ବିଲୁପ୍ତ ର ଅଡର ବିଲୁପ୍ତ ର ଅଡର। ©Niranjan Mahapatra

#sad_quotes

People who shared love close

More like this

Trending Topic