ଜାଣିଛ ନା ? ପିଲାଦିନେ ଯେବେ ମୁଁ ପ୍ରଥମେ ପ୍ରଥମେ ଜାହାଜ ଦ | ଓଡ଼ିଆ Poetry Vide

"ଜାଣିଛ ନା ? ପିଲାଦିନେ ଯେବେ ମୁଁ ପ୍ରଥମେ ପ୍ରଥମେ ଜାହାଜ ଦେଖିଲି ସେତେବେଳେ ମୁଁ ମାନିବାକୁ ନାରାଜ୍ ଥିଲି ଯେ , ଜାହାଜ କୁ ମଣିଷ ବନେଇ ପାରେ ବୋଲି ! ବଡ଼ ହେବା ପରେ ନୂଆନୂଆ ସାହିତ୍ୟ ପ୍ରେମରେ ମୁଁ .. . . ଫକୀର ମୋହନଙ୍କ ଭଳି ସବୁ ବଡ଼ବଡ଼ ଭାଷା-ସାହିତ୍ୟ ପ୍ରେମୀଙ୍କ ଚମତ୍କାର ଚିନ୍ତା ଧାରାର ଲେଖା ସବୁକୁ ପଢ଼ିଲା ପରେ ବି ମାନୁନଥିଲି ଯେ , ଏଇଭଳି ସବୁ ଲେଖାକୁ ମଣିଷ ଲେଖି ପାରେ ବୋଲି ! ଆଉ ଜାଣିଛ ? ତମକୁ ଦେଖିଲା ପରେ ମୋ ମନରେ ସେଇ ସମାନ ପିଲାଳିଆମୀ ପଣ ଯେ .. . . ଏମିତି ସୁନ୍ଦରୀଙ୍କର ଜନ୍ମ ବି ପୃଥିବୀପୃଷ୍ଠ ରେ ହେଇପାରେ ବୋଲି ! ©KkA "

ଜାଣିଛ ନା ? ପିଲାଦିନେ ଯେବେ ମୁଁ ପ୍ରଥମେ ପ୍ରଥମେ ଜାହାଜ ଦେଖିଲି ସେତେବେଳେ ମୁଁ ମାନିବାକୁ ନାରାଜ୍ ଥିଲି ଯେ , ଜାହାଜ କୁ ମଣିଷ ବନେଇ ପାରେ ବୋଲି ! ବଡ଼ ହେବା ପରେ ନୂଆନୂଆ ସାହିତ୍ୟ ପ୍ରେମରେ ମୁଁ .. . . ଫକୀର ମୋହନଙ୍କ ଭଳି ସବୁ ବଡ଼ବଡ଼ ଭାଷା-ସାହିତ୍ୟ ପ୍ରେମୀଙ୍କ ଚମତ୍କାର ଚିନ୍ତା ଧାରାର ଲେଖା ସବୁକୁ ପଢ଼ିଲା ପରେ ବି ମାନୁନଥିଲି ଯେ , ଏଇଭଳି ସବୁ ଲେଖାକୁ ମଣିଷ ଲେଖି ପାରେ ବୋଲି ! ଆଉ ଜାଣିଛ ? ତମକୁ ଦେଖିଲା ପରେ ମୋ ମନରେ ସେଇ ସମାନ ପିଲାଳିଆମୀ ପଣ ଯେ .. . . ଏମିତି ସୁନ୍ଦରୀଙ୍କର ଜନ୍ମ ବି ପୃଥିବୀପୃଷ୍ଠ ରେ ହେଇପାରେ ବୋଲି ! ©KkA

#Life #Music
#Love #Nojoto
#poem #story
#kkalived
#Life_experience
#କମଳାକୃଷ୍ଣ_ଅଶୋକ

People who shared love close

More like this

Trending Topic