ଆସିଲୁ ଯେବେ ତୁ ମୋ କୋଳକୁ ମୋର ଗେଲ୍ହି ରାଜକୁମାରୀ, ଚାହି | ଓଡ଼ିଆ Poetry Video

"ଆସିଲୁ ଯେବେ ତୁ ମୋ କୋଳକୁ ମୋର ଗେଲ୍ହି ରାଜକୁମାରୀ, ଚାହିଁ ଦେଲେ ମୁହଁ ତୋର ମୋ ମନ ଯାଏ ତୋ ପୁରି । ତତେ ପାଇ, ପାଇଛି ଯେ ମୁଁ ସତେ କୁବେର ଧନ, ତତେ ଟିକେ କୋଳେଇ ନେଲେ ଆଉ ତୋ କିଛି ଚାହେଁନି ଏ ମନ । ଯିଏ ଆସି ଚାହେଁ ତୋ ମୁହଁ ଲାଗେ ତୋ ମୋତେ ଭାରି ଡର, କାଳେ କିଏ ସେ ଆସି ପକେଇବ ତାର ନଜର । ମୋ ମମତା ଅଗଣା ରେ ତୁ କସ୍ତୁରୀ ମୋହକ ପରି, ତୋ ପାଦପଦ୍ମ ପଡ଼ି ଏ କୁଡିଆ ରେ ଆଜି ରାଜଉଁଆସ ସୁଖ ଯାଇଛି ଭରି । ©Lili Dey "

ଆସିଲୁ ଯେବେ ତୁ ମୋ କୋଳକୁ ମୋର ଗେଲ୍ହି ରାଜକୁମାରୀ, ଚାହିଁ ଦେଲେ ମୁହଁ ତୋର ମୋ ମନ ଯାଏ ତୋ ପୁରି । ତତେ ପାଇ, ପାଇଛି ଯେ ମୁଁ ସତେ କୁବେର ଧନ, ତତେ ଟିକେ କୋଳେଇ ନେଲେ ଆଉ ତୋ କିଛି ଚାହେଁନି ଏ ମନ । ଯିଏ ଆସି ଚାହେଁ ତୋ ମୁହଁ ଲାଗେ ତୋ ମୋତେ ଭାରି ଡର, କାଳେ କିଏ ସେ ଆସି ପକେଇବ ତାର ନଜର । ମୋ ମମତା ଅଗଣା ରେ ତୁ କସ୍ତୁରୀ ମୋହକ ପରି, ତୋ ପାଦପଦ୍ମ ପଡ଼ି ଏ କୁଡିଆ ରେ ଆଜି ରାଜଉଁଆସ ସୁଖ ଯାଇଛି ଭରି । ©Lili Dey

Baby girl

People who shared love close

More like this

Trending Topic