White ସମୟର ଆଢୁଆଳରେ ରହି ସମୟକୁ ବାନ୍ଧି ରଖିବାର ସ୍ବପ୍ନ | ଓଡ଼ିଆ Poetry Video

"White ସମୟର ଆଢୁଆଳରେ ରହି ସମୟକୁ ବାନ୍ଧି ରଖିବାର ସ୍ବପ୍ନ ଦେଖୁଦେଖୁ ଏମିତି ଏ ସମୟ ହାତ ଛାଡିଦିଏ‼️ ଆଉ ଦେଇଯାଏ .. . କିଛିଟା ଅନୁଭୂତି , କିଛି ଯନ୍ତ୍ରଣା ଆଉ କିଛି ହରେଇବାର କ୍ଷୋଭ❗ କ୍ଷୋଭ କେବଳ ନିଜ ଉପରେ ... .. . ©KkA "

White ସମୟର ଆଢୁଆଳରେ ରହି ସମୟକୁ ବାନ୍ଧି ରଖିବାର ସ୍ବପ୍ନ ଦେଖୁଦେଖୁ ଏମିତି ଏ ସମୟ ହାତ ଛାଡିଦିଏ‼️ ଆଉ ଦେଇଯାଏ .. . କିଛିଟା ଅନୁଭୂତି , କିଛି ଯନ୍ତ୍ରଣା ଆଉ କିଛି ହରେଇବାର କ୍ଷୋଭ❗ କ୍ଷୋଭ କେବଳ ନିଜ ଉପରେ ... .. . ©KkA

#Dosti #kka
#Music #Life
#Nojoto #Love
#story #poem
#କମଳାକୃଷ୍ଣ_ଅଶୋକ
#Life_experience

People who shared love close

More like this

Trending Topic