White ଛତା ସାଜେ ଶ୍ରାବଣ ବର୍ଷା ରେ ଶୀତ ମାସେ କମ୍ବଳ ହୋଇ | ଓଡ଼ିଆ କବିତା Video

"White ଛତା ସାଜେ ଶ୍ରାବଣ ବର୍ଷା ରେ ଶୀତ ମାସେ କମ୍ବଳ ହୋଇ ମୋ ଶରୀରେ ଉଷୁମତା ଭରେ ବରଗଛ ଛାଇଁ ସାଜେ ପୁଣି ଗ୍ରୀଷ୍ମ ର ପ୍ରଚଣ୍ଡ ଖରାରେ। ©Joy Krishna Behera "

White ଛତା ସାଜେ ଶ୍ରାବଣ ବର୍ଷା ରେ ଶୀତ ମାସେ କମ୍ବଳ ହୋଇ ମୋ ଶରୀରେ ଉଷୁମତା ଭରେ ବରଗଛ ଛାଇଁ ସାଜେ ପୁଣି ଗ୍ରୀଷ୍ମ ର ପ୍ରଚଣ୍ଡ ଖରାରେ। ©Joy Krishna Behera

ମୋ ଶୋଇବା ଘର ର ଚାରିକାନ୍ଥ

People who shared love close

More like this

Trending Topic