White କାନ୍ଥ ମୋର ସବୁଠାରୁ ଅତି ଆପଣାର ଯିଏ ଦେଖିଅଛି ଖୁସ | ଓଡ଼ିଆ କବିତା Video

"White କାନ୍ଥ ମୋର ସବୁଠାରୁ ଅତି ଆପଣାର ଯିଏ ଦେଖିଅଛି ଖୁସି ମୋର ହଜିଲା ଦିନର ସାକ୍ଷୀ ରହିଅଛି ସିଏ ମୋ ବେଦନା ଭରା ବିଗତ ଦିନର ଯାହା ଆଗେ ପ୍ରିୟା ମୋର ଲାଜ ଛାଡି ଚୁପି ଚୁପି କୁହେ ତୁମେ ମୋର ଆଉ ମୁଁ ତୁମର। ©Joy Krishna Behera "

White କାନ୍ଥ ମୋର ସବୁଠାରୁ ଅତି ଆପଣାର ଯିଏ ଦେଖିଅଛି ଖୁସି ମୋର ହଜିଲା ଦିନର ସାକ୍ଷୀ ରହିଅଛି ସିଏ ମୋ ବେଦନା ଭରା ବିଗତ ଦିନର ଯାହା ଆଗେ ପ୍ରିୟା ମୋର ଲାଜ ଛାଡି ଚୁପି ଚୁପି କୁହେ ତୁମେ ମୋର ଆଉ ମୁଁ ତୁମର। ©Joy Krishna Behera

ମୋ ଶୋଇବା ଘର ର ଚାରିକାନ୍ଥ

People who shared love close

More like this

Trending Topic