ତୁମେ ଜାଣିଛ ❓ ମୁଁ ଏବେ ଚେଷ୍ଟା କରୁଛି ତୁମକୁ ବର୍ଣ୍ଣନା କ | ଓଡ଼ିଆ ପ୍ରେମ ଏବଂ ର

"ତୁମେ ଜାଣିଛ ❓ ମୁଁ ଏବେ ଚେଷ୍ଟା କରୁଛି ତୁମକୁ ବର୍ଣ୍ଣନା କରିବାକୁ ଆକାଶରେ ଉଇଁଥିବା ଜହ୍ନ ଆଉ ବର୍ଷାର ବିନ୍ଦୁ ସହ। ମୁଁ ଜାଣେ ତମେ ପଢ଼ୁ ପଢ଼ୁ ମୋତେ ନିଶ୍ଚୟ ବୁଝିବ। ଯଦି ମୋତେ ତମେ ବୁଝିପାରିଥାନ୍ତ ମୋର ଏ କବିତାର ଶବ୍ଦ ସବୁ ଆଜି ବିଛାଡ଼ି ହୋଇପଡ଼ିନଥାନ୍ତେ। ©Abinash Mansingh "

ତୁମେ ଜାଣିଛ ❓ ମୁଁ ଏବେ ଚେଷ୍ଟା କରୁଛି ତୁମକୁ ବର୍ଣ୍ଣନା କରିବାକୁ ଆକାଶରେ ଉଇଁଥିବା ଜହ୍ନ ଆଉ ବର୍ଷାର ବିନ୍ଦୁ ସହ। ମୁଁ ଜାଣେ ତମେ ପଢ଼ୁ ପଢ଼ୁ ମୋତେ ନିଶ୍ଚୟ ବୁଝିବ। ଯଦି ମୋତେ ତମେ ବୁଝିପାରିଥାନ୍ତ ମୋର ଏ କବିତାର ଶବ୍ଦ ସବୁ ଆଜି ବିଛାଡ଼ି ହୋଇପଡ଼ିନଥାନ୍ତେ। ©Abinash Mansingh

People who shared love close

More like this

Trending Topic