Abinash Mansingh

Abinash Mansingh

  • Latest
  • Popular
  • Video
#ଶାୟାରି #Couple  ମୋ ମନକୁ ପାରିବୁନି ଛୁଇଁ 
ବୋଲି ଭାବୁଛୁ କାହିଁ
ଥିଲେ ଯୋଉଠି  ବି ତୋ 
ହୃଦୟ କେବଳ ମୋ ପାଇଁ।
ସମୟ ତ ବହୁତ୍ ଅଛି 
ଅନ୍ୟକୁ ନଚେଇବା କିଛି
ଆଉ ଆମେ ନାଚିବା ମିଶି
ଜୀବନର ଗୀତ ଗାଈ ଗାଈ।

©Abinash Mansingh

#Couple for my gf

63 View

#ପ୍ରେମ  ତୁମେ ଜାଣିଛ ❓
ମୁଁ ଏବେ ଚେଷ୍ଟା କରୁଛି ତୁମକୁ ବର୍ଣ୍ଣନା କରିବାକୁ
ଆକାଶରେ ଉଇଁଥିବା ଜହ୍ନ 
ଆଉ  ବର୍ଷାର ବିନ୍ଦୁ ସହ।
ମୁଁ ଜାଣେ ତମେ ପଢ଼ୁ ପଢ଼ୁ
ମୋତେ ନିଶ୍ଚୟ ବୁଝିବ।
ଯଦି ମୋତେ ତମେ ବୁଝିପାରିଥାନ୍ତ
ମୋର ଏ କବିତାର ଶବ୍ଦ ସବୁ ଆଜି 
ବିଛାଡ଼ି ହୋଇପଡ଼ିନଥାନ୍ତେ।

©Abinash Mansingh

ତୁମେ ଜାଣିଛ ❓ ମୁଁ ଏବେ ଚେଷ୍ଟା କରୁଛି ତୁମକୁ ବର୍ଣ୍ଣନା କରିବାକୁ ଆକାଶରେ ଉଇଁଥିବା ଜହ୍ନ ଆଉ ବର୍ଷାର ବିନ୍ଦୁ ସହ। ମୁଁ ଜାଣେ ତମେ ପଢ଼ୁ ପଢ଼ୁ ମୋତେ ନିଶ୍ଚୟ ବୁଝିବ। ଯଦି ମୋତେ ତମେ ବୁଝିପାରିଥାନ୍ତ ମୋର ଏ କବିତାର ଶବ୍ଦ ସବୁ ଆଜି ବିଛାଡ଼ି ହୋଇପଡ଼ିନଥାନ୍ତେ। ©Abinash Mansingh

27 View

ନା ବୁଝିପାରିଲ ନା ବୁଝେଇପରିଲ ତମେ ବୁଝିପରିନଥିବା... ର କବିତା ଟେ ମୁଁ। ©Abinash Mansingh

#ପ୍ରେମ #merikHushi  ନା ବୁଝିପାରିଲ
ନା ବୁଝେଇପରିଲ
ତମେ ବୁଝିପରିନଥିବା... ର
କବିତା ଟେ ମୁଁ।

©Abinash Mansingh

#merikHushi

9 Love

#ଶାୟାରି #merikHushi  ନା ବୁଝିପାରିଲ
ନା ବୁଝେଇପାରିବ
ତୁମେ ବୁଝିପାରିନଥିବା ...
କବିତାଟେ ମୁଁ

©Abinash Mansingh

#merikHushi

87 View

Trending Topic