ତୁମେ ଯଦି ମୋ ରାତ୍ରୀର ନିରବତା ସାଜନ୍ତ? ମୁଁ ତୁମ ପାଇଁ | ଓଡ଼ିଆ କବିତା Video

"ତୁମେ ଯଦି ମୋ ରାତ୍ରୀର ନିରବତା ସାଜନ୍ତ? ମୁଁ ତୁମ ପାଇଁ ଦିନର କୋଳାହଳ ହୁଅନ୍ତି !! ତୁମେ ଯଦି ମୋ ଆତ୍ମିୟତାର ନିଦର୍ଶନ ସାଜନ୍ତ ? ମୁଁ ତୁମ ପାଇଁ ବନ୍ଧୁତାର ସେତୁବନ୍ଧ ହୁଅନ୍ତି !! ତୁମେ ଯଦି ମୋ ସ୍ୱପ୍ନର ପରିବଦ୍ଧତା ସାଜନ୍ତ ? ମୁଁ ତୁମ ପାଇଁ ଜୀବନର ପରିପୂର୍ଣ୍ଣତା ହୁଅନ୍ତି !! ©Prashanta Kumar Sahu "

ତୁମେ ଯଦି ମୋ ରାତ୍ରୀର ନିରବତା ସାଜନ୍ତ? ମୁଁ ତୁମ ପାଇଁ ଦିନର କୋଳାହଳ ହୁଅନ୍ତି !! ତୁମେ ଯଦି ମୋ ଆତ୍ମିୟତାର ନିଦର୍ଶନ ସାଜନ୍ତ ? ମୁଁ ତୁମ ପାଇଁ ବନ୍ଧୁତାର ସେତୁବନ୍ଧ ହୁଅନ୍ତି !! ତୁମେ ଯଦି ମୋ ସ୍ୱପ୍ନର ପରିବଦ୍ଧତା ସାଜନ୍ତ ? ମୁଁ ତୁମ ପାଇଁ ଜୀବନର ପରିପୂର୍ଣ୍ଣତା ହୁଅନ୍ତି !! ©Prashanta Kumar Sahu

#thelunarcycle

People who shared love close

More like this

Trending Topic