ଆଜି ଏ ନୂଆ ବର୍ଷ ରେ ନୂଆ ସ୍ୱପ୍ନ ର ସହରକୁ ନୂଆ ଆଶାର ପର | ଓଡ଼ିଆ ମତ ଏବଂ ଚିନ୍ତା

"ଆଜି ଏ ନୂଆ ବର୍ଷ ରେ ନୂଆ ସ୍ୱପ୍ନ ର ସହରକୁ ନୂଆ ଆଶାର ପରିଧି କୁ ନୂଆ ଦୃଶ୍ୟ ର ପରିସରକୁ ନୂଆ ଅନୁଭବ ର ଭାବନାକୁ ନୂଆ ସାଥୀ ଙ୍କ ପ୍ରାଙ୍ଗଣକୁ ନୂଆ ଖୁସି ର ମୁହୂର୍ତ୍ତ କୁ ନୂଆ ସମୟର ସାରାଂଶ କୁ ନୂଆ କହାଣୀ ର ଉଦ୍ଦେଶ୍ୟ କୁ ନୂଆ ଅଭିନୟ ର ଚରିତ୍ର କୁ ନୂଆ ଭଲ ପାଇବାର ସ୍ୱାଦକୁ ନୂଆ କର୍ତ୍ତବ୍ୟ ର ସ୍ମୃତି କୁ ନୂଆ ସଂଘର୍ଷ ର ପଥକୁ ନୂଆ ଉନ୍ନତିର ସ୍ତର କୁ ନୂଆ ଆଶୀର୍ବାଦ ର ଶକ୍ତି କୁ ଆପଣଙ୍କୁ ସ୍ୱାଗତ, ଏବଂ ଏହି ନବ ବର୍ଷର ନୂତନ ପ୍ରଭାତ ମା, ବାବା ଙ୍କ ଆଶୀର୍ବାଦ ରୁ ଶୁଭମୟ ହେଉ ଏହା ମୋ କାମନା। wishing you happy new year ©singhsubhadra95"

 ଆଜି ଏ ନୂଆ ବର୍ଷ ରେ 
ନୂଆ ସ୍ୱପ୍ନ ର ସହରକୁ 
ନୂଆ ଆଶାର ପରିଧି କୁ
ନୂଆ ଦୃଶ୍ୟ ର ପରିସରକୁ 
ନୂଆ ଅନୁଭବ ର ଭାବନାକୁ 
ନୂଆ ସାଥୀ ଙ୍କ ପ୍ରାଙ୍ଗଣକୁ 
ନୂଆ ଖୁସି ର ମୁହୂର୍ତ୍ତ କୁ 
ନୂଆ ସମୟର ସାରାଂଶ କୁ
ନୂଆ କହାଣୀ ର ଉଦ୍ଦେଶ୍ୟ କୁ
ନୂଆ ଅଭିନୟ ର ଚରିତ୍ର କୁ
ନୂଆ ଭଲ ପାଇବାର ସ୍ୱାଦକୁ
ନୂଆ କର୍ତ୍ତବ୍ୟ ର ସ୍ମୃତି କୁ
ନୂଆ ସଂଘର୍ଷ ର ପଥକୁ
ନୂଆ ଉନ୍ନତିର ସ୍ତର କୁ 
ନୂଆ ଆଶୀର୍ବାଦ ର ଶକ୍ତି କୁ 
ଆପଣଙ୍କୁ  ସ୍ୱାଗତ, 
ଏବଂ ଏହି ନବ ବର୍ଷର ନୂତନ ପ୍ରଭାତ 
ମା, ବାବା ଙ୍କ ଆଶୀର୍ବାଦ ରୁ 
ଶୁଭମୟ ହେଉ ଏହା ମୋ କାମନା।

wishing you happy new year

©singhsubhadra95

ଆଜି ଏ ନୂଆ ବର୍ଷ ରେ ନୂଆ ସ୍ୱପ୍ନ ର ସହରକୁ ନୂଆ ଆଶାର ପରିଧି କୁ ନୂଆ ଦୃଶ୍ୟ ର ପରିସରକୁ ନୂଆ ଅନୁଭବ ର ଭାବନାକୁ ନୂଆ ସାଥୀ ଙ୍କ ପ୍ରାଙ୍ଗଣକୁ ନୂଆ ଖୁସି ର ମୁହୂର୍ତ୍ତ କୁ ନୂଆ ସମୟର ସାରାଂଶ କୁ ନୂଆ କହାଣୀ ର ଉଦ୍ଦେଶ୍ୟ କୁ ନୂଆ ଅଭିନୟ ର ଚରିତ୍ର କୁ ନୂଆ ଭଲ ପାଇବାର ସ୍ୱାଦକୁ ନୂଆ କର୍ତ୍ତବ୍ୟ ର ସ୍ମୃତି କୁ ନୂଆ ସଂଘର୍ଷ ର ପଥକୁ ନୂଆ ଉନ୍ନତିର ସ୍ତର କୁ ନୂଆ ଆଶୀର୍ବାଦ ର ଶକ୍ତି କୁ ଆପଣଙ୍କୁ ସ୍ୱାଗତ, ଏବଂ ଏହି ନବ ବର୍ଷର ନୂତନ ପ୍ରଭାତ ମା, ବାବା ଙ୍କ ଆଶୀର୍ବାଦ ରୁ ଶୁଭମୟ ହେଉ ଏହା ମୋ କାମନା। wishing you happy new year ©singhsubhadra95

#HappyNewYear

People who shared love close

More like this

Trending Topic