ସକାଳରୁ ସଞ୍ଜ ଦିଏ କାଟି, ନା ଆକାଶ ଦେଖେ ନା ମାଟି, ସକାଳରୁ | ଓଡ଼ିଆ ଜୀବନ କାହାଣୀ

"ସକାଳରୁ ସଞ୍ଜ ଦିଏ କାଟି, ନା ଆକାଶ ଦେଖେ ନା ମାଟି, ସକାଳରୁ ସଞ୍ଜ ଦିଏ କାଟି , ନା ପଦେ କଥା କହେ ପାଟି, ନାହିଁ ସାଙ୍ଗ ସାଥୀ ନାହିଁ ଖଟି, ନାହିଁ କାମ କିଛି ନାହିଁ ଛୁଟି, କେଜାଣି କାହିଁକି କେତେ ଦିନୁ ମୋର ଜୀବନ ବିତେ ଏମିତି; ଯେମିତି ଶୋଷରେ ପାଣି ପିଏ ହେଲେ ସିଲେଇ ହେଇଛି ତଣ୍ଟି । @suvam@ ©Saipada Brajamohan"

 ସକାଳରୁ ସଞ୍ଜ ଦିଏ କାଟି, ନା ଆକାଶ ଦେଖେ ନା ମାଟି,
ସକାଳରୁ ସଞ୍ଜ ଦିଏ କାଟି , ନା ପଦେ କଥା କହେ ପାଟି,
ନାହିଁ ସାଙ୍ଗ ସାଥୀ ନାହିଁ ଖଟି, ନାହିଁ କାମ କିଛି ନାହିଁ ଛୁଟି,
କେଜାଣି କାହିଁକି କେତେ ଦିନୁ ମୋର ଜୀବନ ବିତେ ଏମିତି;
ଯେମିତି ଶୋଷରେ ପାଣି ପିଏ ହେଲେ ସିଲେଇ ହେଇଛି ତଣ୍ଟି ।
@suvam@

©Saipada Brajamohan

ସକାଳରୁ ସଞ୍ଜ ଦିଏ କାଟି, ନା ଆକାଶ ଦେଖେ ନା ମାଟି, ସକାଳରୁ ସଞ୍ଜ ଦିଏ କାଟି , ନା ପଦେ କଥା କହେ ପାଟି, ନାହିଁ ସାଙ୍ଗ ସାଥୀ ନାହିଁ ଖଟି, ନାହିଁ କାମ କିଛି ନାହିଁ ଛୁଟି, କେଜାଣି କାହିଁକି କେତେ ଦିନୁ ମୋର ଜୀବନ ବିତେ ଏମିତି; ଯେମିତି ଶୋଷରେ ପାଣି ପିଏ ହେଲେ ସିଲେଇ ହେଇଛି ତଣ୍ଟି । @suvam@ ©Saipada Brajamohan

#Night #alone

People who shared love close

More like this

Trending Topic