Saipada Brajamohan

Saipada Brajamohan Lives in Odisha, Odisha, India

FB/Insta/YouTube channel - Saipada Brajamohan

https://www.youtube.com/channel/UCStJiof6DFB7JfIWQii5NGQ

  • Latest
  • Popular
  • Repost
  • Video

ସକାଳରୁ ସଞ୍ଜ ଦିଏ କାଟି, ନା ଆକାଶ ଦେଖେ ନା ମାଟି, ସକାଳରୁ ସଞ୍ଜ ଦିଏ କାଟି , ନା ପଦେ କଥା କହେ ପାଟି, ନାହିଁ ସାଙ୍ଗ ସାଥୀ ନାହିଁ ଖଟି, ନାହିଁ କାମ କିଛି ନାହିଁ ଛୁଟି, କେଜାଣି କାହିଁକି କେତେ ଦିନୁ ମୋର ଜୀବନ ବିତେ ଏମିତି; ଯେମିତି ଶୋଷରେ ପାଣି ପିଏ ହେଲେ ସିଲେଇ ହେଇଛି ତଣ୍ଟି । @suvam@ ©Saipada Brajamohan

#ଜୀବନ #Night #alone  ସକାଳରୁ ସଞ୍ଜ ଦିଏ କାଟି, ନା ଆକାଶ ଦେଖେ ନା ମାଟି,
ସକାଳରୁ ସଞ୍ଜ ଦିଏ କାଟି , ନା ପଦେ କଥା କହେ ପାଟି,
ନାହିଁ ସାଙ୍ଗ ସାଥୀ ନାହିଁ ଖଟି, ନାହିଁ କାମ କିଛି ନାହିଁ ଛୁଟି,
କେଜାଣି କାହିଁକି କେତେ ଦିନୁ ମୋର ଜୀବନ ବିତେ ଏମିତି;
ଯେମିତି ଶୋଷରେ ପାଣି ପିଏ ହେଲେ ସିଲେଇ ହେଇଛି ତଣ୍ଟି ।
@suvam@

©Saipada Brajamohan

#Night #alone

16 Love

White ହସ ମଲା ପରେ ହସିବାକୁ ମିଳେ, ଶୋଷ ମଲା ପରେ ପାଣି, ଭୋକ ମଲା ପରେ ଖାଇବାକୁ ମିଳେ, ଏ ତ ଜୀବନ କାହାଣୀ । @suvam@ ©Saipada Brajamohan

#ଚିନ୍ତାଧାରା #Night  White ହସ ମଲା ପରେ ହସିବାକୁ ମିଳେ,
ଶୋଷ ମଲା ପରେ ପାଣି,
ଭୋକ ମଲା ପରେ ଖାଇବାକୁ ମିଳେ,
ଏ ତ ଜୀବନ କାହାଣୀ ।
@suvam@

©Saipada Brajamohan

#Night #Life

14 Love

ମୋ ଭାଗ୍ୟ ମୋ ଉପରେ ରାଗି ନଥାନ୍ତା, ମୋ କର୍ମର ଫଳ ବି ଭାଙ୍ଗି ନଥାନ୍ତା, ପୂର୍ବ ଜନ୍ମରେ କିଛି ତ ପାପ କରିଥିଲି, ନେହେଲ ଏ ଜନ୍ମରେ ଜୀବନ ଟା, ମୋତେ ଅଭିଶାପ ଭଳି ଲାଗି ନଥାନ୍ତା । @suvam@ ©Saipada Brajamohan

#ଚିନ୍ତାଧାରା  ମୋ ଭାଗ୍ୟ ମୋ ଉପରେ ରାଗି ନଥାନ୍ତା,
ମୋ କର୍ମର ଫଳ ବି ଭାଙ୍ଗି ନଥାନ୍ତା,
ପୂର୍ବ ଜନ୍ମରେ କିଛି ତ ପାପ କରିଥିଲି,
ନେହେଲ ଏ ଜନ୍ମରେ ଜୀବନ ଟା, ମୋତେ ଅଭିଶାପ ଭଳି ଲାଗି ନଥାନ୍ତା ।
@suvam@

©Saipada Brajamohan

ଅଭିଶାପ

12 Love

ହଁ ମାନୁଚି କି ଗୋରା ରଙ୍ଗ ସାଙ୍ଗକୁ କଜଳ କୁଙ୍କୁମ ମଖା ଚେହେରା ଉପରେ ବି ଏ ନଜର ପଡ଼େ, ହେଲେ ସାବ୍ନା ରଙ୍ଗର ନିଶା ଟିକେ ଜଲ୍ଦି ମୁଣ୍ଡକୁ ଚଢେ । @suvam@ ©Saipada Brajamohan

#ଇରୋଟିକ୍ #aaina  ହଁ ମାନୁଚି କି ଗୋରା ରଙ୍ଗ ସାଙ୍ଗକୁ କଜଳ କୁଙ୍କୁମ ମଖା ଚେହେରା ଉପରେ ବି ଏ ନଜର ପଡ଼େ,
ହେଲେ ସାବ୍ନା ରଙ୍ଗର ନିଶା ଟିକେ ଜଲ୍ଦି ମୁଣ୍ଡକୁ ଚଢେ ।
@suvam@

©Saipada Brajamohan

#aaina ସାବ୍ନା ରଙ୍ଗର ନିଶା

11 Love

ତୁମକୁ ଭାବି ଭାବି ନଭାବିବାକୁ ଭାବେ, ଏ ଭାବନାର ଅନ୍ତ ମତେ ଅଜଣା, ତୁମ ସ୍ପର୍ଶକୁ ସ୍ପର୍ଶ କରିବାର ପାଗଳାମି ହିଁ ମତେ କରେ ବାଟବଣା, ପ୍ରେମ ଯଦି ଏକ ବନ୍ଧନ ଅତୁଟ; ତେବେ ତୁମ ସହ ଭେଟ ଆମ ଦୂରତାର ବାରତା ଦେଇ କାଇଁ ଦିଏ କଷ୍ଟ ? ମନକୁ ଶାନ୍ତ୍ବନା ଦବାକୁ ନିଜକୁ ପ୍ରଶ୍ନକରେ, "ମୁଁ ତୁମକୁ ଭଲପାଏ ନା କରେ ଘୃଣା ?" ପ୍ରତିଥର ଉତ୍ତର ମିଳେ କି,"ମୁଁ ତ ତୁମକୁ ଭଲପାଏ, ହେଲେ ତୁମେ ମତେ ଭଲପାଅ ବୋଲି ଭାବିବା ଟା ବୋଧେ ମୋର ଭୁଲ୍ ଧାରଣା ।" @suvam@ ©Saipada Brajamohan

#ଶାୟାରି #SAD  ତୁମକୁ ଭାବି ଭାବି ନଭାବିବାକୁ ଭାବେ, ଏ ଭାବନାର ଅନ୍ତ ମତେ ଅଜଣା,
ତୁମ ସ୍ପର୍ଶକୁ ସ୍ପର୍ଶ କରିବାର ପାଗଳାମି ହିଁ ମତେ କରେ ବାଟବଣା,
ପ୍ରେମ ଯଦି ଏକ ବନ୍ଧନ ଅତୁଟ; ତେବେ ତୁମ ସହ ଭେଟ ଆମ ଦୂରତାର ବାରତା ଦେଇ କାଇଁ ଦିଏ କଷ୍ଟ ?
ମନକୁ ଶାନ୍ତ୍ବନା ଦବାକୁ ନିଜକୁ ପ୍ରଶ୍ନକରେ, "ମୁଁ ତୁମକୁ ଭଲପାଏ ନା କରେ ଘୃଣା ?"
ପ୍ରତିଥର ଉତ୍ତର ମିଳେ କି,"ମୁଁ ତ ତୁମକୁ ଭଲପାଏ, ହେଲେ ତୁମେ ମତେ ଭଲପାଅ ବୋଲି ଭାବିବା ଟା ବୋଧେ ମୋର ଭୁଲ୍ ଧାରଣା ।"
@suvam@

©Saipada Brajamohan

#SAD ଭୁଲ୍ ଧାରଣା

14 Love

Red sands and spectacular sandstone rock formations ଜୀବନର ଋଣ ଶୁଝି ଶୁଝି ଥକିଗଲେ ବି, ଯଦି ଋଣ ଭରି ହୁଏନି, ତେବେ ମୁଁ ଅଶୁଝା ହବାକୁ ଚାହେଁ; ସମସ୍ତଙ୍କ କଥା ବୁଝି ବୁଝି ଥକି ଗଲିଣି, ଏବେ ମୁଁ ଅବୁଝା ହବାକୁ ଚାହେଁ । @suvam@ ©Saipada Brajamohan

#ଚିନ୍ତାଧାରା #Sands  Red sands and spectacular sandstone rock formations ଜୀବନର ଋଣ ଶୁଝି ଶୁଝି ଥକିଗଲେ ବି,
ଯଦି ଋଣ ଭରି ହୁଏନି,
ତେବେ ମୁଁ ଅଶୁଝା ହବାକୁ ଚାହେଁ;
ସମସ୍ତଙ୍କ କଥା ବୁଝି ବୁଝି ଥକି ଗଲିଣି,
ଏବେ ମୁଁ ଅବୁଝା ହବାକୁ ଚାହେଁ ।
@suvam@

©Saipada Brajamohan

#Sands ଅବୁଝା

12 Love

Trending Topic