ତୁମକୁ ଭାବି ଭାବି ନଭାବିବାକୁ ଭାବେ, ଏ ଭାବନାର ଅନ୍ତ ମତେ | ଓଡ଼ିଆ ଶାୟାରି ଏବଂ ଗ

"ତୁମକୁ ଭାବି ଭାବି ନଭାବିବାକୁ ଭାବେ, ଏ ଭାବନାର ଅନ୍ତ ମତେ ଅଜଣା, ତୁମ ସ୍ପର୍ଶକୁ ସ୍ପର୍ଶ କରିବାର ପାଗଳାମି ହିଁ ମତେ କରେ ବାଟବଣା, ପ୍ରେମ ଯଦି ଏକ ବନ୍ଧନ ଅତୁଟ; ତେବେ ତୁମ ସହ ଭେଟ ଆମ ଦୂରତାର ବାରତା ଦେଇ କାଇଁ ଦିଏ କଷ୍ଟ ? ମନକୁ ଶାନ୍ତ୍ବନା ଦବାକୁ ନିଜକୁ ପ୍ରଶ୍ନକରେ, "ମୁଁ ତୁମକୁ ଭଲପାଏ ନା କରେ ଘୃଣା ?" ପ୍ରତିଥର ଉତ୍ତର ମିଳେ କି,"ମୁଁ ତ ତୁମକୁ ଭଲପାଏ, ହେଲେ ତୁମେ ମତେ ଭଲପାଅ ବୋଲି ଭାବିବା ଟା ବୋଧେ ମୋର ଭୁଲ୍ ଧାରଣା ।" @suvam@ ©Saipada Brajamohan"

 ତୁମକୁ ଭାବି ଭାବି ନଭାବିବାକୁ ଭାବେ, ଏ ଭାବନାର ଅନ୍ତ ମତେ ଅଜଣା,
ତୁମ ସ୍ପର୍ଶକୁ ସ୍ପର୍ଶ କରିବାର ପାଗଳାମି ହିଁ ମତେ କରେ ବାଟବଣା,
ପ୍ରେମ ଯଦି ଏକ ବନ୍ଧନ ଅତୁଟ; ତେବେ ତୁମ ସହ ଭେଟ ଆମ ଦୂରତାର ବାରତା ଦେଇ କାଇଁ ଦିଏ କଷ୍ଟ ?
ମନକୁ ଶାନ୍ତ୍ବନା ଦବାକୁ ନିଜକୁ ପ୍ରଶ୍ନକରେ, "ମୁଁ ତୁମକୁ ଭଲପାଏ ନା କରେ ଘୃଣା ?"
ପ୍ରତିଥର ଉତ୍ତର ମିଳେ କି,"ମୁଁ ତ ତୁମକୁ ଭଲପାଏ, ହେଲେ ତୁମେ ମତେ ଭଲପାଅ ବୋଲି ଭାବିବା ଟା ବୋଧେ ମୋର ଭୁଲ୍ ଧାରଣା ।"
@suvam@

©Saipada Brajamohan

ତୁମକୁ ଭାବି ଭାବି ନଭାବିବାକୁ ଭାବେ, ଏ ଭାବନାର ଅନ୍ତ ମତେ ଅଜଣା, ତୁମ ସ୍ପର୍ଶକୁ ସ୍ପର୍ଶ କରିବାର ପାଗଳାମି ହିଁ ମତେ କରେ ବାଟବଣା, ପ୍ରେମ ଯଦି ଏକ ବନ୍ଧନ ଅତୁଟ; ତେବେ ତୁମ ସହ ଭେଟ ଆମ ଦୂରତାର ବାରତା ଦେଇ କାଇଁ ଦିଏ କଷ୍ଟ ? ମନକୁ ଶାନ୍ତ୍ବନା ଦବାକୁ ନିଜକୁ ପ୍ରଶ୍ନକରେ, "ମୁଁ ତୁମକୁ ଭଲପାଏ ନା କରେ ଘୃଣା ?" ପ୍ରତିଥର ଉତ୍ତର ମିଳେ କି,"ମୁଁ ତ ତୁମକୁ ଭଲପାଏ, ହେଲେ ତୁମେ ମତେ ଭଲପାଅ ବୋଲି ଭାବିବା ଟା ବୋଧେ ମୋର ଭୁଲ୍ ଧାରଣା ।" @suvam@ ©Saipada Brajamohan

#SAD ଭୁଲ୍ ଧାରଣା

People who shared love close

More like this

Trending Topic