ଲେଖିବାକୁ ଅନେକ ଅଛି.... କିଛି ଆବଦ୍ଧ ଇଚ୍ଛା..... କିଛି ଉ | ଓଡ଼ିଆ Love

"ଲେଖିବାକୁ ଅନେକ ଅଛି.... କିଛି ଆବଦ୍ଧ ଇଚ୍ଛା..... କିଛି ଉନ୍ମୁକ୍ତ ଆଶା...... କିନ୍ତୁ ଶବ୍ଦସବୁ ଆଜି ଲୁଚି ଯାଇଛନ୍ତି ବୋଧେ ଅଭିମାନର ଆଢ଼ୁଆଳେ...... ଆଉ ମୁଁ ସେଇ ଶବ୍ଦସବୁର ଅପେକ୍ଷାରେ..... ©ଶ୍ରଦ୍ଧା......"

 ଲେଖିବାକୁ ଅନେକ ଅଛି....
କିଛି ଆବଦ୍ଧ ଇଚ୍ଛା.....
କିଛି ଉନ୍ମୁକ୍ତ ଆଶା......
କିନ୍ତୁ 
ଶବ୍ଦସବୁ ଆଜି ଲୁଚି ଯାଇଛନ୍ତି 
ବୋଧେ
ଅଭିମାନର ଆଢ଼ୁଆଳେ......
ଆଉ ମୁଁ 
ସେଇ ଶବ୍ଦସବୁର ଅପେକ୍ଷାରେ.....

©ଶ୍ରଦ୍ଧା......

ଲେଖିବାକୁ ଅନେକ ଅଛି.... କିଛି ଆବଦ୍ଧ ଇଚ୍ଛା..... କିଛି ଉନ୍ମୁକ୍ତ ଆଶା...... କିନ୍ତୁ ଶବ୍ଦସବୁ ଆଜି ଲୁଚି ଯାଇଛନ୍ତି ବୋଧେ ଅଭିମାନର ଆଢ଼ୁଆଳେ...... ଆଉ ମୁଁ ସେଇ ଶବ୍ଦସବୁର ଅପେକ୍ଷାରେ..... ©ଶ୍ରଦ୍ଧା......

waiting

People who shared love close

More like this

Trending Topic