ଶ୍ରଦ୍ଧାଶିଷ୍......

ଶ୍ରଦ୍ଧାଶିଷ୍...... Lives in Balangir, Odisha, India

NaiK ShraddhA......

  • Latest
  • Popular
  • Video
#poetryunplugged

White ପରିସ୍ଥିତି ଏବଂ କର୍ତ୍ତବ୍ୟ...... ଦି ଜଣ ଶତୃ ବୋଧେ ଯୁଗ ଯୁଗ ପାଇଁ, କେବେ କର୍ତ୍ତବ୍ୟ ପଥରେ ପରିସ୍ଥିତି ବାଧା ଦିଏ ତ , କେବେ ପରିସ୍ଥିତି କୁ ବାଦ ଦେଇ କର୍ତ୍ତବ୍ୟ ଆଗେ ଥାଏ । ଭଲ ହେଉ ଅବା ମନ୍ଦ , ସ୍ପଷ୍ଟ ହେଉ ଅବା ଦ୍ୱନ୍ଦ । ନା ବଦଳେ ପରିସ୍ଥିତି , ନା ହୁଏ କର୍ତ୍ତବ୍ୟର ଇତି । ଖାଲି ବଦଳେ ତ ମୁଁ ......... କେବେ ପରିସ୍ଥିତି ରେ ପଡ଼ି ବହ୍ନି କନ୍ୟା ତ କେବେ କର୍ତ୍ତବ୍ୟ ପାଇଁ ସର୍ବଂସ୍ୱାହା ¡¡¡¡¡¡ ବାସ୍ ଭୁଲି ଯାଇଥାଏ ନିଜର ପରିଚୟ..... ନା ଶକ୍ତିମୟୀ ନା ଅସହାୟା....... କେବଳ ଗୋଟିଏ ନାରୀ କର୍ତ୍ତବ୍ୟ ଆଉ ପରିସ୍ଥିତି ର ଶୀତଳ ଯୁଦ୍ଧରେ ନିଜ ଚିତାକୁ ସଜାଡ଼ି..... ©ଶ୍ରଦ୍ଧାଶିଷ୍......

 White ପରିସ୍ଥିତି ଏବଂ କର୍ତ୍ତବ୍ୟ...... 
ଦି ଜଣ ଶତୃ ବୋଧେ ଯୁଗ ଯୁଗ ପାଇଁ,
କେବେ କର୍ତ୍ତବ୍ୟ ପଥରେ ପରିସ୍ଥିତି ବାଧା ଦିଏ ତ ,
କେବେ ପରିସ୍ଥିତି କୁ ବାଦ ଦେଇ କର୍ତ୍ତବ୍ୟ ଆଗେ ଥାଏ ।
ଭଲ ହେଉ ଅବା ମନ୍ଦ ,
ସ୍ପଷ୍ଟ ହେଉ ଅବା ଦ୍ୱନ୍ଦ ।
ନା ବଦଳେ ପରିସ୍ଥିତି ,
ନା ହୁଏ କର୍ତ୍ତବ୍ୟର ଇତି ।
ଖାଲି ବଦଳେ ତ ମୁଁ .........
କେବେ ପରିସ୍ଥିତି ରେ ପଡ଼ି ବହ୍ନି କନ୍ୟା ତ
କେବେ କର୍ତ୍ତବ୍ୟ ପାଇଁ ସର୍ବଂସ୍ୱାହା ¡¡¡¡¡¡
ବାସ୍ 
ଭୁଲି ଯାଇଥାଏ ନିଜର ପରିଚୟ.....
ନା ଶକ୍ତିମୟୀ ନା ଅସହାୟା.......
କେବଳ ଗୋଟିଏ ନାରୀ
କର୍ତ୍ତବ୍ୟ ଆଉ ପରିସ୍ଥିତି ର ଶୀତଳ ଯୁଦ୍ଧରେ
 ନିଜ ଚିତାକୁ ସଜାଡ଼ି.....

©ଶ୍ରଦ୍ଧାଶିଷ୍......

କର୍ତ୍ତବ୍ୟ ଓ ପରିସ୍ଥିତି

10 Love

#Emotional #Quotes  ଖରା ବଲୁଛେ ମୁଇଁରେ ମୁନୁଷ୍ ଆର୍ 
ତୁଇ ବି ବଲୁଛୁ ମୁଇଁ  ଶ୍ରଦ୍ଧାଶିଷ୍..... 😰

#Emotional

108 View

#Emotional #Quotes  ଘର ଯାକ ଲୋକ୍ ସବେ ଯାର୍ ନେ ୠଣୀ.... 
ସେ ଗୃହିଣୀ

#Emotional

99 View

Blue Moon ପର୍ ଆୟେତେ ପଡ୍'ଲେ ପୁତା ଘର୍ ହେବା ତୋର୍ ଭାଗ୍ , ନିଜ୍ ବୁଦ୍ଧିଥି କର୍ବୁ ବିଚାର୍ ଭାବିକିରି ପଛ୍ ଆଗ୍ । ଘର୍'ଭଙ୍ଗା ଲୋକ୍ ଅଭାବ ନାଇଁ ଯୁଡ୍'ବାର୍ ଲୋକ୍ ଥୁରେ , ଶୁନ୍'ବୁ‌ ସିନେ ପରର୍ କଥା ନି ଯିବୁ ତାର୍ ସୁରେ । ©ଶ୍ରଦ୍ଧା......

#bluemoon #Quotes  Blue Moon ପର୍ ଆୟେତେ ପଡ୍'ଲେ ପୁତା ଘର୍ 
ହେବା ତୋର୍ ଭାଗ୍ ,
ନିଜ୍ ବୁଦ୍ଧିଥି କର୍ବୁ ବିଚାର୍ 
ଭାବିକିରି ପଛ୍ ଆଗ୍ ।
ଘର୍'ଭଙ୍ଗା ଲୋକ୍ ଅଭାବ ନାଇଁ 
ଯୁଡ୍'ବାର୍ ଲୋକ୍ ଥୁରେ ,
ଶୁନ୍'ବୁ‌ ସିନେ ପରର୍ କଥା 
ନି ଯିବୁ ତାର୍ ସୁରେ ।

©ଶ୍ରଦ୍ଧା......

#bluemoon

11 Love

ଯତ୍ର ନାର୍ଯ୍ୟସ୍ତୁ ପୂଜ୍ୟତେ , ରମନ୍ତେ ତତ୍ର ଦେବତାଃ । କୁହାଯାଏ ପୁଣି ନାରୀର ସମ୍ମାନ ସଂସ୍କୃତିର ଏକ ବିଶେଷତା। କିନ୍ତୁ ଏହା କେତେଦୂର ଅବା ସତ୍ୟ ..... ହଉନି କି ତାର ଧର୍ଷଣ ? ପାଉନି କି ସିଏ ନିର୍ଯାତନା ? ମିଳୁନି କି ତାକୁ କଷଣ ? କ'ଣ ଏହାହିଁ ନାରୀର ପ୍ରାପ୍ୟ ??? ଜଳୁଛି ସେ, କେବେ ଯୌତୁକ ଯୁଇରେ ତ କେବେ କାମନା ର ନିଆଁରେ.... ଖୋଜୁଛି ନିଜକୁ ସଂଘର୍ଷର ଅନ୍ତରାଳେ ..... ଗୋଟିଏ ପାର୍ଶ୍ଵ ରେ ନାରାୟଣୀ ବୋଲି ପାଉଛି ଯେ ସିଏ ପୂଜା... ଆରେକ ପାର୍ଶ୍ଵରେ କରୁଛି ଲଢେ଼ଇ ବଞ୍ଚାଇବା ପାଇଁ ଲଜ୍ଜ୍ୟା... କାହିଁକି ??? ଆଜି ସେ ନିଜେବି ଉତ୍ତର ଅପେକ୍ଷାରେ ...... ©ଶ୍ରଦ୍ଧା......

#Quotes #Woman  ଯତ୍ର ନାର୍ଯ୍ୟସ୍ତୁ ପୂଜ୍ୟତେ ,
ରମନ୍ତେ ତତ୍ର ଦେବତାଃ ।
କୁହାଯାଏ ପୁଣି ନାରୀର ସମ୍ମାନ 
ସଂସ୍କୃତିର ଏକ ବିଶେଷତା।
କିନ୍ତୁ ଏହା କେତେଦୂର ଅବା ସତ୍ୟ .....
ହଉନି କି ତାର ଧର୍ଷଣ ?
ପାଉନି କି ସିଏ ନିର୍ଯାତନା ?
ମିଳୁନି କି ତାକୁ କଷଣ ?
କ'ଣ ଏହାହିଁ ନାରୀର ପ୍ରାପ୍ୟ ???
ଜଳୁଛି ସେ,
କେବେ ଯୌତୁକ ଯୁଇରେ ତ 
କେବେ କାମନା ର ନିଆଁରେ....
ଖୋଜୁଛି ନିଜକୁ
ସଂଘର୍ଷର ଅନ୍ତରାଳେ .....
ଗୋଟିଏ ପାର୍ଶ୍ଵ ରେ ନାରାୟଣୀ ବୋଲି 
ପାଉଛି ଯେ ସିଏ ପୂଜା...
ଆରେକ ପାର୍ଶ୍ଵରେ କରୁଛି ଲଢେ଼ଇ 
ବଞ୍ଚାଇବା ପାଇଁ ଲଜ୍ଜ୍ୟା...

କାହିଁକି ???
ଆଜି ସେ ନିଜେବି 
      ଉତ୍ତର ଅପେକ୍ଷାରେ ......

©ଶ୍ରଦ୍ଧା......

#Woman

12 Love

Trending Topic