ଯତ୍ର ନାର୍ଯ୍ୟସ୍ତୁ ପୂଜ୍ୟତେ , ରମନ୍ତେ ତତ୍ର ଦେବତାଃ । କୁ | ଓଡ଼ିଆ Quotes

"ଯତ୍ର ନାର୍ଯ୍ୟସ୍ତୁ ପୂଜ୍ୟତେ , ରମନ୍ତେ ତତ୍ର ଦେବତାଃ । କୁହାଯାଏ ପୁଣି ନାରୀର ସମ୍ମାନ ସଂସ୍କୃତିର ଏକ ବିଶେଷତା। କିନ୍ତୁ ଏହା କେତେଦୂର ଅବା ସତ୍ୟ ..... ହଉନି କି ତାର ଧର୍ଷଣ ? ପାଉନି କି ସିଏ ନିର୍ଯାତନା ? ମିଳୁନି କି ତାକୁ କଷଣ ? କ'ଣ ଏହାହିଁ ନାରୀର ପ୍ରାପ୍ୟ ??? ଜଳୁଛି ସେ, କେବେ ଯୌତୁକ ଯୁଇରେ ତ କେବେ କାମନା ର ନିଆଁରେ.... ଖୋଜୁଛି ନିଜକୁ ସଂଘର୍ଷର ଅନ୍ତରାଳେ ..... ଗୋଟିଏ ପାର୍ଶ୍ଵ ରେ ନାରାୟଣୀ ବୋଲି ପାଉଛି ଯେ ସିଏ ପୂଜା... ଆରେକ ପାର୍ଶ୍ଵରେ କରୁଛି ଲଢେ଼ଇ ବଞ୍ଚାଇବା ପାଇଁ ଲଜ୍ଜ୍ୟା... କାହିଁକି ??? ଆଜି ସେ ନିଜେବି ଉତ୍ତର ଅପେକ୍ଷାରେ ...... ©ଶ୍ରଦ୍ଧା......"

 ଯତ୍ର ନାର୍ଯ୍ୟସ୍ତୁ ପୂଜ୍ୟତେ ,
ରମନ୍ତେ ତତ୍ର ଦେବତାଃ ।
କୁହାଯାଏ ପୁଣି ନାରୀର ସମ୍ମାନ 
ସଂସ୍କୃତିର ଏକ ବିଶେଷତା।
କିନ୍ତୁ ଏହା କେତେଦୂର ଅବା ସତ୍ୟ .....
ହଉନି କି ତାର ଧର୍ଷଣ ?
ପାଉନି କି ସିଏ ନିର୍ଯାତନା ?
ମିଳୁନି କି ତାକୁ କଷଣ ?
କ'ଣ ଏହାହିଁ ନାରୀର ପ୍ରାପ୍ୟ ???
ଜଳୁଛି ସେ,
କେବେ ଯୌତୁକ ଯୁଇରେ ତ 
କେବେ କାମନା ର ନିଆଁରେ....
ଖୋଜୁଛି ନିଜକୁ
ସଂଘର୍ଷର ଅନ୍ତରାଳେ .....
ଗୋଟିଏ ପାର୍ଶ୍ଵ ରେ ନାରାୟଣୀ ବୋଲି 
ପାଉଛି ଯେ ସିଏ ପୂଜା...
ଆରେକ ପାର୍ଶ୍ଵରେ କରୁଛି ଲଢେ଼ଇ 
ବଞ୍ଚାଇବା ପାଇଁ ଲଜ୍ଜ୍ୟା...

କାହିଁକି ???
ଆଜି ସେ ନିଜେବି 
      ଉତ୍ତର ଅପେକ୍ଷାରେ ......

©ଶ୍ରଦ୍ଧା......

ଯତ୍ର ନାର୍ଯ୍ୟସ୍ତୁ ପୂଜ୍ୟତେ , ରମନ୍ତେ ତତ୍ର ଦେବତାଃ । କୁହାଯାଏ ପୁଣି ନାରୀର ସମ୍ମାନ ସଂସ୍କୃତିର ଏକ ବିଶେଷତା। କିନ୍ତୁ ଏହା କେତେଦୂର ଅବା ସତ୍ୟ ..... ହଉନି କି ତାର ଧର୍ଷଣ ? ପାଉନି କି ସିଏ ନିର୍ଯାତନା ? ମିଳୁନି କି ତାକୁ କଷଣ ? କ'ଣ ଏହାହିଁ ନାରୀର ପ୍ରାପ୍ୟ ??? ଜଳୁଛି ସେ, କେବେ ଯୌତୁକ ଯୁଇରେ ତ କେବେ କାମନା ର ନିଆଁରେ.... ଖୋଜୁଛି ନିଜକୁ ସଂଘର୍ଷର ଅନ୍ତରାଳେ ..... ଗୋଟିଏ ପାର୍ଶ୍ଵ ରେ ନାରାୟଣୀ ବୋଲି ପାଉଛି ଯେ ସିଏ ପୂଜା... ଆରେକ ପାର୍ଶ୍ଵରେ କରୁଛି ଲଢେ଼ଇ ବଞ୍ଚାଇବା ପାଇଁ ଲଜ୍ଜ୍ୟା... କାହିଁକି ??? ଆଜି ସେ ନିଜେବି ଉତ୍ତର ଅପେକ୍ଷାରେ ...... ©ଶ୍ରଦ୍ଧା......

#Woman

People who shared love close

More like this

Trending Topic