White ପରିସ୍ଥିତି ଏବଂ କର୍ତ୍ତବ୍ୟ...... ଦି ଜଣ ଶତୃ ବୋଧ | ଓଡ଼ିଆ Life

"White ପରିସ୍ଥିତି ଏବଂ କର୍ତ୍ତବ୍ୟ...... ଦି ଜଣ ଶତୃ ବୋଧେ ଯୁଗ ଯୁଗ ପାଇଁ, କେବେ କର୍ତ୍ତବ୍ୟ ପଥରେ ପରିସ୍ଥିତି ବାଧା ଦିଏ ତ , କେବେ ପରିସ୍ଥିତି କୁ ବାଦ ଦେଇ କର୍ତ୍ତବ୍ୟ ଆଗେ ଥାଏ । ଭଲ ହେଉ ଅବା ମନ୍ଦ , ସ୍ପଷ୍ଟ ହେଉ ଅବା ଦ୍ୱନ୍ଦ । ନା ବଦଳେ ପରିସ୍ଥିତି , ନା ହୁଏ କର୍ତ୍ତବ୍ୟର ଇତି । ଖାଲି ବଦଳେ ତ ମୁଁ ......... କେବେ ପରିସ୍ଥିତି ରେ ପଡ଼ି ବହ୍ନି କନ୍ୟା ତ କେବେ କର୍ତ୍ତବ୍ୟ ପାଇଁ ସର୍ବଂସ୍ୱାହା ¡¡¡¡¡¡ ବାସ୍ ଭୁଲି ଯାଇଥାଏ ନିଜର ପରିଚୟ..... ନା ଶକ୍ତିମୟୀ ନା ଅସହାୟା....... କେବଳ ଗୋଟିଏ ନାରୀ କର୍ତ୍ତବ୍ୟ ଆଉ ପରିସ୍ଥିତି ର ଶୀତଳ ଯୁଦ୍ଧରେ ନିଜ ଚିତାକୁ ସଜାଡ଼ି..... ©ଶ୍ରଦ୍ଧାଶିଷ୍......"

 White ପରିସ୍ଥିତି ଏବଂ କର୍ତ୍ତବ୍ୟ...... 
ଦି ଜଣ ଶତୃ ବୋଧେ ଯୁଗ ଯୁଗ ପାଇଁ,
କେବେ କର୍ତ୍ତବ୍ୟ ପଥରେ ପରିସ୍ଥିତି ବାଧା ଦିଏ ତ ,
କେବେ ପରିସ୍ଥିତି କୁ ବାଦ ଦେଇ କର୍ତ୍ତବ୍ୟ ଆଗେ ଥାଏ ।
ଭଲ ହେଉ ଅବା ମନ୍ଦ ,
ସ୍ପଷ୍ଟ ହେଉ ଅବା ଦ୍ୱନ୍ଦ ।
ନା ବଦଳେ ପରିସ୍ଥିତି ,
ନା ହୁଏ କର୍ତ୍ତବ୍ୟର ଇତି ।
ଖାଲି ବଦଳେ ତ ମୁଁ .........
କେବେ ପରିସ୍ଥିତି ରେ ପଡ଼ି ବହ୍ନି କନ୍ୟା ତ
କେବେ କର୍ତ୍ତବ୍ୟ ପାଇଁ ସର୍ବଂସ୍ୱାହା ¡¡¡¡¡¡
ବାସ୍ 
ଭୁଲି ଯାଇଥାଏ ନିଜର ପରିଚୟ.....
ନା ଶକ୍ତିମୟୀ ନା ଅସହାୟା.......
କେବଳ ଗୋଟିଏ ନାରୀ
କର୍ତ୍ତବ୍ୟ ଆଉ ପରିସ୍ଥିତି ର ଶୀତଳ ଯୁଦ୍ଧରେ
 ନିଜ ଚିତାକୁ ସଜାଡ଼ି.....

©ଶ୍ରଦ୍ଧାଶିଷ୍......

White ପରିସ୍ଥିତି ଏବଂ କର୍ତ୍ତବ୍ୟ...... ଦି ଜଣ ଶତୃ ବୋଧେ ଯୁଗ ଯୁଗ ପାଇଁ, କେବେ କର୍ତ୍ତବ୍ୟ ପଥରେ ପରିସ୍ଥିତି ବାଧା ଦିଏ ତ , କେବେ ପରିସ୍ଥିତି କୁ ବାଦ ଦେଇ କର୍ତ୍ତବ୍ୟ ଆଗେ ଥାଏ । ଭଲ ହେଉ ଅବା ମନ୍ଦ , ସ୍ପଷ୍ଟ ହେଉ ଅବା ଦ୍ୱନ୍ଦ । ନା ବଦଳେ ପରିସ୍ଥିତି , ନା ହୁଏ କର୍ତ୍ତବ୍ୟର ଇତି । ଖାଲି ବଦଳେ ତ ମୁଁ ......... କେବେ ପରିସ୍ଥିତି ରେ ପଡ଼ି ବହ୍ନି କନ୍ୟା ତ କେବେ କର୍ତ୍ତବ୍ୟ ପାଇଁ ସର୍ବଂସ୍ୱାହା ¡¡¡¡¡¡ ବାସ୍ ଭୁଲି ଯାଇଥାଏ ନିଜର ପରିଚୟ..... ନା ଶକ୍ତିମୟୀ ନା ଅସହାୟା....... କେବଳ ଗୋଟିଏ ନାରୀ କର୍ତ୍ତବ୍ୟ ଆଉ ପରିସ୍ଥିତି ର ଶୀତଳ ଯୁଦ୍ଧରେ ନିଜ ଚିତାକୁ ସଜାଡ଼ି..... ©ଶ୍ରଦ୍ଧାଶିଷ୍......

କର୍ତ୍ତବ୍ୟ ଓ ପରିସ୍ଥିତି

People who shared love close

More like this

Trending Topic