ମୁଁ ଚିନ୍ତା, ସେ ଚିନ୍ତାର କାରଣ ତୁମେ... ମୁଁ ଭାବ ସେ ଭ | ଓଡ଼ିଆ ଶାୟାରି ଏବଂ ଗଜ

"ମୁଁ ଚିନ୍ତା, ସେ ଚିନ୍ତାର କାରଣ ତୁମେ... ମୁଁ ଭାବ ସେ ଭାବର ପ୍ରଦାନକାରୀ ତୁମେ... ମୁଁ ଆବେଗ, ସେ ଅନୁଭବର ସୂତ୍ରଧର ତୁମେ... ମୁଁ ସଙ୍କେତ, ସେ ସଙ୍କେତର ନାମ ତୁମେ... ମୁଁ ଶବ୍ଦ ସେ ଶବ୍ଦର ଅଧିକାରୀ ତୁମେ... ମୁଁ ବ୍ୟକ୍ତ, ସେ ବାଚ୍ୟର ସୃଷ୍ଟି କର୍ତ୍ତା ତୁମେ... ମୁଁ ଭାବ ସାଉଁଟି କିଛି ଲେଖିବାର ଏକ ଉତ୍ସ ମାତ୍ର, ସେ ସମସ୍ତ ସ୍ଥିତିର ଅଧିପତି ତୁମେ... ତୁମ ବିନା ମୋ କଲମ ବି ଦିଗହରା ହୋଇ ଉଠେ। ©singhsubhadra95"

 ମୁଁ ଚିନ୍ତା, 
ସେ ଚିନ୍ତାର କାରଣ ତୁମେ...
ମୁଁ ଭାବ 
ସେ ଭାବର ପ୍ରଦାନକାରୀ ତୁମେ... 
ମୁଁ ଆବେଗ,
ସେ ଅନୁଭବର ସୂତ୍ରଧର ତୁମେ... 
ମୁଁ ସଙ୍କେତ, 
ସେ ସଙ୍କେତର ନାମ ତୁମେ... 
ମୁଁ ଶବ୍ଦ 
ସେ ଶବ୍ଦର ଅଧିକାରୀ ତୁମେ... 
ମୁଁ ବ୍ୟକ୍ତ,
ସେ ବାଚ୍ୟର ସୃଷ୍ଟି କର୍ତ୍ତା ତୁମେ... 
ମୁଁ ଭାବ ସାଉଁଟି କିଛି ଲେଖିବାର ଏକ ଉତ୍ସ
ମାତ୍ର, 
ସେ ସମସ୍ତ ସ୍ଥିତିର ଅଧିପତି ତୁମେ...
ତୁମ ବିନା 
ମୋ କଲମ ବି ଦିଗହରା ହୋଇ ଉଠେ।

©singhsubhadra95

ମୁଁ ଚିନ୍ତା, ସେ ଚିନ୍ତାର କାରଣ ତୁମେ... ମୁଁ ଭାବ ସେ ଭାବର ପ୍ରଦାନକାରୀ ତୁମେ... ମୁଁ ଆବେଗ, ସେ ଅନୁଭବର ସୂତ୍ରଧର ତୁମେ... ମୁଁ ସଙ୍କେତ, ସେ ସଙ୍କେତର ନାମ ତୁମେ... ମୁଁ ଶବ୍ଦ ସେ ଶବ୍ଦର ଅଧିକାରୀ ତୁମେ... ମୁଁ ବ୍ୟକ୍ତ, ସେ ବାଚ୍ୟର ସୃଷ୍ଟି କର୍ତ୍ତା ତୁମେ... ମୁଁ ଭାବ ସାଉଁଟି କିଛି ଲେଖିବାର ଏକ ଉତ୍ସ ମାତ୍ର, ସେ ସମସ୍ତ ସ୍ଥିତିର ଅଧିପତି ତୁମେ... ତୁମ ବିନା ମୋ କଲମ ବି ଦିଗହରା ହୋଇ ଉଠେ। ©singhsubhadra95

#janmaashtami

People who shared love close

More like this

Trending Topic