ପ୍ରଭାର ପ୍ରଭାରେ ଉଜ୍ଜ୍ବଳ ଅଂଶୁରେ , ଶୀତଳ | ଓଡ଼ିଆ ପ୍ରେମ ଏବଂ ରୋମାନ୍ସ

"ପ୍ରଭାର ପ୍ରଭାରେ ଉଜ୍ଜ୍ବଳ ଅଂଶୁରେ , ଶୀତଳ ପବନେ ସବାରୀ ହୋଇ, ବିହଙ୍ଗ ଗାନରେ ବିହାର ଛଳରେ, ଶ୍ୟାମ ବଂଶୀ ସ୍ବନ ମନ ମୋହଇ। ©singhsubhadra95"

 ପ୍ରଭାର ପ୍ରଭାରେ 
            ଉଜ୍ଜ୍ବଳ ଅଂଶୁରେ ,
ଶୀତଳ ପବନେ 
             ସବାରୀ ହୋଇ, 
ବିହଙ୍ଗ ଗାନରେ 
              ବିହାର ଛଳରେ, 
ଶ୍ୟାମ ବଂଶୀ ସ୍ବନ 
           ମନ ମୋହଇ।

©singhsubhadra95

ପ୍ରଭାର ପ୍ରଭାରେ ଉଜ୍ଜ୍ବଳ ଅଂଶୁରେ , ଶୀତଳ ପବନେ ସବାରୀ ହୋଇ, ବିହଙ୍ଗ ଗାନରେ ବିହାର ଛଳରେ, ଶ୍ୟାମ ବଂଶୀ ସ୍ବନ ମନ ମୋହଇ। ©singhsubhadra95

#Saffron

People who shared love close

More like this

Trending Topic