ବନ୍ଧନ ଏଇ ବନ୍ଧନ ସତେ କି ଏଇ ସେ ଅତୁଟ ବନ୍ଧନ । ସପନ ଏଇ ସପ | ଓଡ଼ିଆ ଶାୟାରି ଏବଂ

"ବନ୍ଧନ ଏଇ ବନ୍ଧନ ସତେ କି ଏଇ ସେ ଅତୁଟ ବନ୍ଧନ । ସପନ ଏଇ ସପନ ସତେ କି ଏଇ ସେ ଅଜଣା ସପନ । ସଂପର୍କ ଏଇ ସଂପର୍କ ସତେ କି ଏଇ ସେ ଅଭୁଲା ସଂପର୍କ । ଭାବନା ଏଇ ଭାବନା ଏଇ ସେ ଅସରନ୍ତି ଭାବନା । ପ୍ରେମ ଏଇ ପ୍ରେମ ଏଇ ସେ ଅକ୍ଷୟ ପ୍ରେମ । ©Prashanta Kumar Sahu "

ବନ୍ଧନ ଏଇ ବନ୍ଧନ ସତେ କି ଏଇ ସେ ଅତୁଟ ବନ୍ଧନ । ସପନ ଏଇ ସପନ ସତେ କି ଏଇ ସେ ଅଜଣା ସପନ । ସଂପର୍କ ଏଇ ସଂପର୍କ ସତେ କି ଏଇ ସେ ଅଭୁଲା ସଂପର୍କ । ଭାବନା ଏଇ ଭାବନା ଏଇ ସେ ଅସରନ୍ତି ଭାବନା । ପ୍ରେମ ଏଇ ପ୍ରେମ ଏଇ ସେ ଅକ୍ଷୟ ପ୍ରେମ । ©Prashanta Kumar Sahu

People who shared love close

More like this

Trending Topic