White ତୋ ଓଠର ନିଷ୍କାସିତ ପ୍ରତି ଶବ୍ଦ ମୋ କାନରେ ମହୁ ବର | ଓଡ଼ିଆ କବିତା

"White ତୋ ଓଠର ନିଷ୍କାସିତ ପ୍ରତି ଶବ୍ଦ ମୋ କାନରେ ମହୁ ବର୍ଷା କରନ୍ତି ତେଣୁ ତୋ ଶବ୍ଦର ସରବତ ପିଇବାକୁ ମୋ କାନ ଦୁଇଟି ଗ୍ରୀଷ୍ମର କ୍ଳାନ୍ତ ପଥିକ ପରି ଅପେକ୍ଷା କରି ରହିଛନ୍ତି। ©Joy Krishna Behera"

 White ତୋ ଓଠର ନିଷ୍କାସିତ ପ୍ରତି ଶବ୍ଦ 
ମୋ କାନରେ ମହୁ ବର୍ଷା କରନ୍ତି 
ତେଣୁ ତୋ ଶବ୍ଦର ସରବତ ପିଇବାକୁ
ମୋ କାନ ଦୁଇଟି 
ଗ୍ରୀଷ୍ମର କ୍ଳାନ୍ତ ପଥିକ ପରି
ଅପେକ୍ଷା କରି ରହିଛନ୍ତି।

©Joy Krishna Behera

White ତୋ ଓଠର ନିଷ୍କାସିତ ପ୍ରତି ଶବ୍ଦ ମୋ କାନରେ ମହୁ ବର୍ଷା କରନ୍ତି ତେଣୁ ତୋ ଶବ୍ଦର ସରବତ ପିଇବାକୁ ମୋ କାନ ଦୁଇଟି ଗ୍ରୀଷ୍ମର କ୍ଳାନ୍ତ ପଥିକ ପରି ଅପେକ୍ଷା କରି ରହିଛନ୍ତି। ©Joy Krishna Behera

ଯଦି

People who shared love close

More like this

Trending Topic