#ମାଆ ଆଉ ଜହ୍ନମାମୁଁ ସେଇ ପୁନେଇ ନିରୋଳା ରାତିରେ କୁସୁମା | ଓଡ଼ିଆ Video

"#ମାଆ ଆଉ ଜହ୍ନମାମୁଁ ସେଇ ପୁନେଇ ନିରୋଳା ରାତିରେ କୁସୁମା କହୁଥାଏ ଜହ୍ନ କୁ ଚାହିଁ.... "ଏ ମା! ଏ ଜହ୍ନ ମାମୁଁ! ତୁମ ଦେହଯାକ କଳାରଂଗତକ କିଏ ବୋଳିଦେଲା ମ? ଆସ ତଳକୁ ଓହ୍ଲାଇ ଆସ, ମୁଁ ମୋ ମାଆ ଙ୍କୁ କହି ତୁମକୁ ପୁରା ସଫା କରିଦେବି ଯେମିତି ତୁମେ ଥିଲ ଠିକ୍ ସେମିତି! ମୋ ମାଆ ନା ଖୁବ୍ ଭଲ ମଣିଷ ସେ ବିଲକୁଲ ରାଗିବେନି।ତୁମେ ନ ଡରି ତଳକୁ ଆସ ତ! ମୋ ମାଆ MAGIC ଜାଣନ୍ତି ଯେ! ସମସ୍ତଙ୍କୁ ଭଲ ପାଆନ୍ତି।" ମୁଁ ତଳ ମହଲାରେ ଥାଇ ଏସବୁ ଶୁଣିସାରି ବିଭୋର ହୋଇ ଉଠୁଥିଲି ।ଅବଶ୍ଯ ସେଦିନ "ମାତୃ ଦିବସ" ନଥିଲା ତଥାପି ମାତୃତ୍ୱର ଦିବ୍ଯ ସ୍ପର୍ଶ କରୁଥିଲି ମୋ ଝିଅ କୁସୁମା ର ତା' ମା' ପ୍ରତି ଥିବା ପ୍ରଗାଢ ପ୍ରତ୍ଯୟ କୁ ଦେଖି! ©JulietsQuill "

#ମାଆ ଆଉ ଜହ୍ନମାମୁଁ ସେଇ ପୁନେଇ ନିରୋଳା ରାତିରେ କୁସୁମା କହୁଥାଏ ଜହ୍ନ କୁ ଚାହିଁ.... "ଏ ମା! ଏ ଜହ୍ନ ମାମୁଁ! ତୁମ ଦେହଯାକ କଳାରଂଗତକ କିଏ ବୋଳିଦେଲା ମ? ଆସ ତଳକୁ ଓହ୍ଲାଇ ଆସ, ମୁଁ ମୋ ମାଆ ଙ୍କୁ କହି ତୁମକୁ ପୁରା ସଫା କରିଦେବି ଯେମିତି ତୁମେ ଥିଲ ଠିକ୍ ସେମିତି! ମୋ ମାଆ ନା ଖୁବ୍ ଭଲ ମଣିଷ ସେ ବିଲକୁଲ ରାଗିବେନି।ତୁମେ ନ ଡରି ତଳକୁ ଆସ ତ! ମୋ ମାଆ MAGIC ଜାଣନ୍ତି ଯେ! ସମସ୍ତଙ୍କୁ ଭଲ ପାଆନ୍ତି।" ମୁଁ ତଳ ମହଲାରେ ଥାଇ ଏସବୁ ଶୁଣିସାରି ବିଭୋର ହୋଇ ଉଠୁଥିଲି ।ଅବଶ୍ଯ ସେଦିନ "ମାତୃ ଦିବସ" ନଥିଲା ତଥାପି ମାତୃତ୍ୱର ଦିବ୍ଯ ସ୍ପର୍ଶ କରୁଥିଲି ମୋ ଝିଅ କୁସୁମା ର ତା' ମା' ପ୍ରତି ଥିବା ପ୍ରଗାଢ ପ୍ରତ୍ଯୟ କୁ ଦେଖି! ©JulietsQuill

#lonelynight ମାଆ ଆଉ ଜହ୍ନ #odiawritings #odia #OdiaGapa #odiastory #odianojoto #Odiaquotes #julietsquill #Saubhagyalaxmi99 #saubhagyalaxmi_juliet

People who shared love close

More like this

Trending Topic