JulietsQuill

JulietsQuill Lives in Hyderabad, Telangana, India

Everything is possible if I may want!! Great devotee of PARENTS Literature lover Fever of cooking ,Selfie, Makeup_artist,Novel_reader,शायरी_ Story Stations queto Cafe Poem Factory Teaching to kids Drama queen having Crazy Expressions Profession aimed to be a Professor like my Super_Dad Having Goals to become best 1 like my Super_Mom Dance_Classical Story writer, Poem creator,Various language known,Debater,Acting #YOUTUBER 👯‍♀️Jst instilling👯‍♀️

  • Latest
  • Popular
  • Video
#saubhagyalaxmi_juliet #Saubhagyalaxmi99 #odiawritings #julietsquill #lonelynight #odianojoto  #ମାଆ ଆଉ ଜହ୍ନମାମୁଁ

ସେଇ ପୁନେଇ ନିରୋଳା ରାତିରେ କୁସୁମା କହୁଥାଏ ଜହ୍ନ କୁ ଚାହିଁ....
"ଏ ମା! ଏ ଜହ୍ନ ମାମୁଁ! ତୁମ ଦେହଯାକ କଳାରଂଗତକ କିଏ ବୋଳିଦେଲା ମ? ଆସ ତଳକୁ ଓହ୍ଲାଇ ଆସ, ମୁଁ ମୋ ମାଆ ଙ୍କୁ କହି ତୁମକୁ ପୁରା ସଫା କରିଦେବି ଯେମିତି ତୁମେ ଥିଲ ଠିକ୍ ସେମିତି! ମୋ ମାଆ ନା ଖୁବ୍ ଭଲ ମଣିଷ ସେ ବିଲକୁଲ ରାଗିବେନି।ତୁମେ ନ ଡରି ତଳକୁ ଆସ ତ! ମୋ ମାଆ MAGIC ଜାଣନ୍ତି ଯେ! ସମସ୍ତଙ୍କୁ ଭଲ ପାଆନ୍ତି।"

ମୁଁ ତଳ ମହଲାରେ ଥାଇ ଏସବୁ ଶୁଣିସାରି ବିଭୋର ହୋଇ ଉଠୁଥିଲି ।ଅବଶ୍ଯ ସେଦିନ "ମାତୃ ଦିବସ" ନଥିଲା ତଥାପି ମାତୃତ୍ୱର ଦିବ୍ଯ ସ୍ପର୍ଶ କରୁଥିଲି ମୋ ଝିଅ କୁସୁମା ର ତା' ମା' ପ୍ରତି ଥିବା ପ୍ରଗାଢ ପ୍ରତ୍ଯୟ କୁ ଦେଖି!

©JulietsQuill
#films

An Imagined Odia Stort Story titled as SWAPNA(dream) Let's Listen 🎶 saumya Jain @MotivationalGirl Eshamahi @Shikha Sharma @Sima @SwaTripathi

240 View

He says to her always "YOU'RE ONE IN MILLION" She becomes happy after listen this. But she didn't know he's a PRETENDER

#NightPath  He says to her always 
"YOU'RE ONE IN MILLION"
She becomes happy after listen this.
But she didn't know he's a PRETENDER

He says to her always "YOU'RE ONE IN MILLION" She becomes happy after listen this. But she didn't know he's a PRETENDER #NightPath

51 Love

#ସଂଳାପ #soubhagyalaxmi #Conversation #ଓଡିଆ #ଗଳ୍ପ #KaunTujhe  #ସଂଳାପ ବନାମ୍ ଆଳାପ (Dialogue V/S Conversation)

Once upon a time.... Her cheeks coloured into red in blush! Now.... Her eyes are coloring into red in TEARS!

#thought #newday #tears  Once upon a time....
Her cheeks coloured into red in blush!


Now....
Her eyes are coloring into red in TEARS!

#newday #tears

38 Love

ଆଜି ଓଠରେ ଧାରେ ହସିବା କୁ ଭୟ ଲାଗୁଛି କାଲିକୁ ଆଉ ଏ ହସର ମୂଲ୍ୟ ଦେବାକୁ ଯାଇ ଅଜସ୍ର ଲୁହ ଝରାଇବାକୁ ପଡିବନି ତ!!

#ଓଡିଆ #ଲୁହ #thought #hearts #ହସ  ଆଜି ଓଠରେ ଧାରେ ହସିବା କୁ ଭୟ ଲାଗୁଛି 
କାଲିକୁ ଆଉ ଏ ହସର ମୂଲ୍ୟ ଦେବାକୁ ଯାଇ ଅଜସ୍ର ଲୁହ ଝରାଇବାକୁ ପଡିବନି ତ!!
Trending Topic