ସ୍ୱାର୍ଥପର ଏ ସଂସାର ସବୁଠି ଖାଲି ଛଳନା ମନଖୋଲା ହସ ଟିକେ ଖ

"ସ୍ୱାର୍ଥପର ଏ ସଂସାର ସବୁଠି ଖାଲି ଛଳନା ମନଖୋଲା ହସ ଟିକେ ଖୋଜିଲେ ଏଠି ମିଳେନା କେହି ନୁହେଁ ଶତ୍ରୁ ଏଠି ନୁହେଁ କେହି ମିତ୍ର ମାୟା ସଂସାରର ମାୟା ବଡ଼ ଅଟଇ ବିଚିତ୍ର ଶତ୍ରୁ ମିତ୍ର ସବୁ ମୂଳେ ଅଛି ଆତ୍ମ ସ୍ୱାର୍ଥ କାର୍ଯ୍ୟ କାଳେ ରଙ୍ଗ ଢ଼ଙ୍ଗ ଏକା ହୁଅଇ ଚିତ୍ରିତ"

 ସ୍ୱାର୍ଥପର ଏ ସଂସାର ସବୁଠି ଖାଲି ଛଳନା
ମନଖୋଲା ହସ ଟିକେ ଖୋଜିଲେ ଏଠି ମିଳେନା
କେହି ନୁହେଁ ଶତ୍ରୁ ଏଠି ନୁହେଁ କେହି ମିତ୍ର
ମାୟା ସଂସାରର ମାୟା ବଡ଼ ଅଟଇ ବିଚିତ୍ର
ଶତ୍ରୁ ମିତ୍ର ସବୁ ମୂଳେ ଅଛି ଆତ୍ମ ସ୍ୱାର୍ଥ
କାର୍ଯ୍ୟ କାଳେ ରଙ୍ଗ ଢ଼ଙ୍ଗ ଏକା ହୁଅଇ ଚିତ୍ରିତ

ସ୍ୱାର୍ଥପର ଏ ସଂସାର ସବୁଠି ଖାଲି ଛଳନା ମନଖୋଲା ହସ ଟିକେ ଖୋଜିଲେ ଏଠି ମିଳେନା କେହି ନୁହେଁ ଶତ୍ରୁ ଏଠି ନୁହେଁ କେହି ମିତ୍ର ମାୟା ସଂସାରର ମାୟା ବଡ଼ ଅଟଇ ବିଚିତ୍ର ଶତ୍ରୁ ମିତ୍ର ସବୁ ମୂଳେ ଅଛି ଆତ୍ମ ସ୍ୱାର୍ଥ କାର୍ଯ୍ୟ କାଳେ ରଙ୍ଗ ଢ଼ଙ୍ଗ ଏକା ହୁଅଇ ଚିତ୍ରିତ

#ଓଡିଆ #Self #illusionaryworld #friend_foe #nojoto #odia

People who shared love close

More like this

Trending Topic