Diptilekha Mishra

Diptilekha Mishra

I like to write and love books.

  • Latest
  • Popular
  • Video

67 View

#Life_experience

jivan

113 View

ମଣିଷ ଭିତରେ ମାନବପଣିଆ ଯାଏ ଆଜି ଲୁଚିଛପି ପଶୁ ଅନ୍ତରରେ ରହିଲାଣି ଏବେ ଦୟାମାୟା ମାପିଚୁପି॥ ©Diptilekha Mishra

#freebird  ମଣିଷ ଭିତରେ ମାନବପଣିଆ
ଯାଏ ଆଜି ଲୁଚିଛପି 
ପଶୁ ଅନ୍ତରରେ ରହିଲାଣି ଏବେ  ଦୟାମାୟା ମାପିଚୁପି॥

©Diptilekha Mishra

free girl #freebird

9 Love

ଅନ୍ଧକାର ଭିତରେ ଅନ୍ଧାରକୁ ଖୋଜୁଛି ମୁଁ ନିତି ନିତି ଜୀବନ ରାସ୍ତାରେ ଦୁଃଖ ପାହାଡଟି ହେବ ଭାବି ଇତି॥ ©Diptilekha Mishra

#allalone  ଅନ୍ଧକାର ଭିତରେ ଅନ୍ଧାରକୁ ଖୋଜୁଛି ମୁଁ ନିତି ନିତି
ଜୀବନ ରାସ୍ତାରେ ଦୁଃଖ ପାହାଡଟି ହେବ ଭାବି ଇତି॥

©Diptilekha Mishra

alone #allalone

13 Love

#ସଚେତନତା

ଖାଇବା ଶୋଇବା ରେ ସଂଯମ କର ସ୍ବାସ୍ଥ୍ୟ ପାଇଁ ନୂଆ କଥା ଚିନ୍ତା କର ॥ DLm

#Dipti  ଖାଇବା ଶୋଇବା ରେ ସଂଯମ କର
ସ୍ବାସ୍ଥ୍ୟ ପାଇଁ ନୂଆ କଥା ଚିନ୍ତା କର ॥
DLm

#Dipti

6 Love

Trending Topic