srotaswini parida

srotaswini parida

  • Latest
  • Popular
  • Video
#sad_shayari

#sad_shayari

54 View

ତୁମ ପିଠି ଯଦି ହୁଅନ୍ତା ଏକ କଳାପଟା ଚୁମ୍ବନରେ ଲେଖି ଦିଅନ୍ତି ମେଞ୍ଚା ମେଞ୍ଚା ପ୍ରେମ କବିତା। ©srotaswini parida

#ପ୍ରେମ #HEARTPRINT  ତୁମ ପିଠି ଯଦି ହୁଅନ୍ତା ଏକ କଳାପଟା
ଚୁମ୍ବନରେ ଲେଖି ଦିଅନ୍ତି ମେଞ୍ଚା ମେଞ୍ଚା ପ୍ରେମ କବିତା।

©srotaswini parida

ଫଗୁଣ ଟା ଫେରିଗଲା ପରେ ପୃଥିବୀ ଟା ରଂଗହୀନ ସବୁକିଛି ଶୁନଶାନ୍ ଆଉ ନିସ୍ତବ୍ଧ ଆଖିସବୁ ବାଟବଣା ମନ ହୁଏ ଆନମନା ସେ ଭାବନାରେ,ହଜିବାକୁ ହୁଏ ବାଧ୍ୟ। ©srotaswini parida

#ପ୍ରେମ  ଫଗୁଣ ଟା ଫେରିଗଲା ପରେ
ପୃଥିବୀ ଟା ରଂଗହୀନ
ସବୁକିଛି ଶୁନଶାନ୍ ଆଉ ନିସ୍ତବ୍ଧ
ଆଖିସବୁ ବାଟବଣା
ମନ ହୁଏ ଆନମନା
ସେ ଭାବନାରେ,ହଜିବାକୁ ହୁଏ ବାଧ୍ୟ।

©srotaswini parida

ଫଗୁଣ ଟା ଫେରିଗଲା ପରେ ପୃଥିବୀ ଟା ରଂଗହୀନ ସବୁକିଛି ଶୁନଶାନ୍ ଆଉ ନିସ୍ତବ୍ଧ ଆଖିସବୁ ବାଟବଣା ମନ ହୁଏ ଆନମନା ସେ ଭାବନାରେ,ହଜିବାକୁ ହୁଏ ବାଧ୍ୟ। ©srotaswini parida

8 Love

ପବନଟା ଆଜି ଭାରି ଫୁଲେଇ ହେଉଛି କୋହଲା କୋହଲା ପାଗ ଇସାରା ଦେଉଛି ଏତେଦିନ ପରେ ବୋଧେ ଫଗୁଣ ଫେରିଛି । ©srotaswini parida

#ପ୍ରେମ #loveshayari  ପବନଟା  ଆଜି ଭାରି 
ଫୁଲେଇ ହେଉଛି
କୋହଲା କୋହଲା ପାଗ
 ଇସାରା ଦେଉଛି
ଏତେଦିନ ପରେ ବୋଧେ
ଫଗୁଣ ଫେରିଛି ।

©srotaswini parida
#ଜୀବନ #Corruption

#Corruption

336 View

#Aurora

kabita #Aurora

187 View

Trending Topic