Puspanjali Rout

Puspanjali Rout

"ମୁଁ ଦୂର ଆକାଶର ପକ୍ଷୀ ଟିଏ "🕊️🕊️....

  • Latest
  • Popular
  • Video
#Sadmusic

#Sadmusic meri pyari di ♥️

628 View

#dardedil  meri pyari di♥️

#dardedil mere pyari di

376 View

"ବେଳେବେଳେ ମୋର ଏମିତି ଇଚ୍ଛା ହୁଏ ଯେମିତି କି ମୁଁ ମୋ ଜୀବନରେ ଘଟିଥିବା ସେ ସମସ୍ତ ସ୍ମୃତି କୁ ଲିଭେଇ ଦେବି ଯୋଉ ସ୍ମୃତି କୁ କି ମୁଁ କେବେ ଭୁଲିବାକୁ ଚାହୁଁନି କିନ୍ତୁ ସେ ସ୍ମୃତି ମୋତେ ବାରମ୍ବାର କଷ୍ଟ ଦଉଚି, କିନ୍ତୁ କଣ କରିବି ଜୀବନ ଟା ପରା ଏକ ଏମିତି ଚିତ୍ର ଯାହାକୁ କି ଆଙ୍କିବା ପାଇଁ ତ ପେନ୍ସିଲ ଅଛି ହେଲେ ତାକୁ ଲିଭାଇବା ପାଇଁ ଇରେଜର ନାହିଁ।" ©Puspanjali Rout

#ଜୀବନ #nojorowriter #My__Creation #Fire  "ବେଳେବେଳେ ମୋର ଏମିତି ଇଚ୍ଛା ହୁଏ ଯେମିତି କି ମୁଁ 
ମୋ ଜୀବନରେ ଘଟିଥିବା ସେ ସମସ୍ତ ସ୍ମୃତି କୁ ଲିଭେଇ ଦେବି 
ଯୋଉ ସ୍ମୃତି କୁ କି ମୁଁ କେବେ ଭୁଲିବାକୁ ଚାହୁଁନି କିନ୍ତୁ ସେ ସ୍ମୃତି ମୋତେ ବାରମ୍ବାର କଷ୍ଟ ଦଉଚି, କିନ୍ତୁ କଣ କରିବି  ଜୀବନ ଟା ପରା ଏକ ଏମିତି ଚିତ୍ର ଯାହାକୁ କି ଆଙ୍କିବା ପାଇଁ ତ ପେନ୍ସିଲ ଅଛି ହେଲେ ତାକୁ ଲିଭାଇବା ପାଇଁ ଇରେଜର ନାହିଁ।"

©Puspanjali Rout

"ସ୍ଵପ୍ନ ଆଉ ବାସ୍ତବତା ଭିତରେ ଫରକ ଏତିକି ଯେ ସ୍ଵପ୍ନ ଆଉ ସୁନ୍ଦର ହେଲେ ବାସ୍ତବତା ଜଟିଳ ଆଉ କଷ୍ଟାଦୟକ ।" ©Puspanjali Rout

#ଚିନ୍ତାଧାରା #Flower  "ସ୍ଵପ୍ନ ଆଉ ବାସ୍ତବତା ଭିତରେ ଫରକ ଏତିକି ଯେ ସ୍ଵପ୍ନ ଆଉ ସୁନ୍ଦର ହେଲେ ବାସ୍ତବତା ଜଟିଳ ଆଉ କଷ୍ଟାଦୟକ ।"

©Puspanjali Rout

#Flower

10 Love

#କବିତା #Naari  🌺ମା ଦୁର୍ଗା 🌺

#Naari

66 View

#କବିତା #nojotoshayeri #MyThoughts #puspanjali #selfless #love❤  ନୂଆ ରୂପେ ଲେଖେ ସେ 
ତା ପୁରୁଣା କାହାଣୀ
Trending Topic