Soumya Ranjan Mishra

Soumya Ranjan Mishra

  • Latest
  • Popular
  • Video

'ପ୍ରେମ୍-ଗାଥା' କେବିକେବି କରି ଦିହେ, ସୋର୍ ରଖିଛେଁ ସେ କଥା ! ଭୁଲିଯିମି ପଛେ ତତେ, ହେଲେ ନାଇଁ ଭୁଲିହୁଏ ବଥା !!

#ପ୍ରେମ୍ #truefeelings #yqsambalpuri #lifelessons #lovequotes  'ପ୍ରେମ୍-ଗାଥା'

କେବିକେବି କରି ଦିହେ, ସୋର୍ ରଖିଛେଁ ସେ କଥା !
ଭୁଲିଯିମି ପଛେ ତତେ, ହେଲେ ନାଇଁ ଭୁଲିହୁଏ ବଥା !!

Jio Connectivity😑

#mukeshambani #Jionetwork #Reliance #Volte #poem  Jio Connectivity😑

"A good teacher gets reflected in the success of the students."

#agoodteacherisone #HappyTeachersday #YourQuoteAndMine #FreshThoughts #Teachersday  "A good teacher gets reflected in the success of the students."

Good morning. Happy Teacher's Day. Begin your morning by completing this special #Teachersday prompt. #FreshThoughts #HappyTeachersday #agoodteacherisone #YourQuoteAndMine Collaborating with YourQuote Baba

0 Love

କୋଶଲ୍ ମାଟିର୍ ମହତ୍ ପରବ୍ ଆମର୍ ନୂଆଁଖାଇ ନୂଆଁ ଫସଲର୍ ପୂଜା ପାଏସି ମାଁ ସମଲେଇ ଗର୍ଜି ଯାଏସି ଅଞ୍ଚଲ୍ ଟା ଭେଟ୍ ଘାଟ୍ ବେଲେ ମହକୁଥିସି ଘର୍ ଦୁଆର୍ ଛନା ପନା ହେଲେ ହାତ୍ ଯୁଡ଼ି ପାଦେ ପଡ଼ି ପହେଲେ ମାଁ କେ ଜୁହାର୍ ଫସଲ୍ ଆର୍ ପରିବାର୍ ର ସୁଖର୍ କରି ଗୁହାର୍ ବଡ଼୍ ଲୁକର୍ ଆଶୀର୍ବାଦ୍ ଆର୍ ସାନର୍ ପ୍ରେମ୍ ପାଇ ହଁସି ଖେଲି ସଭେ ଯାକର୍ ମାନ୍ସୁଁ ନୂଆଁଖାଇ 🙏🏻

#ନୂଆଁଖାଇ #thewesternodia #Culture #NUAKHAI #people  କୋଶଲ୍ ମାଟିର୍ ମହତ୍ ପରବ୍ ଆମର୍ ନୂଆଁଖାଇ
ନୂଆଁ ଫସଲର୍ ପୂଜା ପାଏସି ମାଁ ସମଲେଇ
ଗର୍ଜି ଯାଏସି ଅଞ୍ଚଲ୍ ଟା ଭେଟ୍ ଘାଟ୍ ବେଲେ
ମହକୁଥିସି ଘର୍ ଦୁଆର୍ ଛନା ପନା ହେଲେ
ହାତ୍ ଯୁଡ଼ି ପାଦେ ପଡ଼ି ପହେଲେ ମାଁ କେ ଜୁହାର୍
ଫସଲ୍ ଆର୍ ପରିବାର୍ ର ସୁଖର୍ କରି ଗୁହାର୍
ବଡ଼୍ ଲୁକର୍ ଆଶୀର୍ବାଦ୍ ଆର୍ ସାନର୍ ପ୍ରେମ୍ ପାଇ
ହଁସି ଖେଲି ସଭେ ଯାକର୍ ମାନ୍ସୁଁ ନୂଆଁଖାଇ 🙏🏻

***ଶୁଭରାତ୍ରି*** ଫୁଲ ର ମହକ ସଭିଏଁ ଜାଣନ୍ତି ମାଟି ର ମହକ ଗଣା ହୃଦୟ କୁ ଜଣା ପ୍ରେମ ର ଠିକଣା ନ ହୁଏ ସେ ଭାବ ଉଣା ଶ୍ରମିକ ଜାଣଇ ଶ୍ରମ ର ବେଦନା ଦୁଃଖ ଲଭେ ସୁଖ କରୁଣା ବାଟୋଇ ଟେ ପାଇଁ ଆଶ୍ରୟ ନିଅଣ୍ଟ ଆଶ୍ରାଲୋଭେ ବାଟବଣା ମର୍ତ୍ତ୍ୟରେ ମଣିଷ କୃର ପାପରାଶି କଳି ଠୁ କଳୁଷ ପାଉଣା ସ୍ଵର୍ଗ ସ୍ଵପ୍ନବାସୀ ଅନ୍ଧାର ର ସାଥୀ ନିଦ୍ରାବତୀଙ୍କର ଗହଣା

#ଶୁଭରାତ୍ରି #odiawritings #cinemagraph #odiakavita #GoodNight  ***ଶୁଭରାତ୍ରି***
ଫୁଲ ର ମହକ ସଭିଏଁ ଜାଣନ୍ତି
ମାଟି ର ମହକ ଗଣା
ହୃଦୟ କୁ ଜଣା ପ୍ରେମ ର ଠିକଣା
ନ ହୁଏ ସେ ଭାବ ଉଣା
ଶ୍ରମିକ ଜାଣଇ ଶ୍ରମ ର ବେଦନା
ଦୁଃଖ ଲଭେ ସୁଖ କରୁଣା
ବାଟୋଇ ଟେ ପାଇଁ ଆଶ୍ରୟ ନିଅଣ୍ଟ
ଆଶ୍ରାଲୋଭେ ବାଟବଣା
ମର୍ତ୍ତ୍ୟରେ ମଣିଷ କୃର ପାପରାଶି
କଳି ଠୁ କଳୁଷ ପାଉଣା
ସ୍ଵର୍ଗ ସ୍ଵପ୍ନବାସୀ ଅନ୍ଧାର ର ସାଥୀ
ନିଦ୍ରାବତୀଙ୍କର ଗହଣା

People react in such a way: By stepping forward with time, I get many answers to unraveled questions. *For bringing justice, I get asked by people, "What do the hell have you the rights to do so?" *For interfering in a matter, "Why did the hell you come to speak?" *For interpreting the truth, "What the hell do you know about this?" Damn it! Now I find myself confused about keeping evidence against the truth. Isn't the truth being proof itself? "The essence of words lasts forever if the topic is true."

#cinemagraph #feelings #Reality #people #world  People react in such a way:

By stepping forward with time, I get many answers to unraveled questions.
*For bringing justice, I get asked by people, "What do the hell have you the rights to do so?"
*For interfering in a matter, "Why did the hell you come to speak?"
*For interpreting the truth, "What the hell do you know about this?"
Damn it!
Now I find myself confused about keeping evidence against the truth. Isn't the truth being proof itself?

"The essence of words lasts forever if the topic is true."
Trending Topic