Rajguru

Rajguru

ବାସ୍ତବ ନୁହଁ ନୂତନ ସମ୍ଭାବନା✍️

  • Latest
  • Popular
  • Repost
  • Video
#ପ୍ରେମ #happyteddyday  ମୁଁ କ'ଣ ତୁମ ପାଇଁ ତୁମ 🧸 ହେଇପାରିବିନି?

©Rajguru

ଯେ ପ୍ରେମିକର ମନ କଥା ଓ ପରିସ୍ଥିତିକୁ ବୁଝିପାରେନା, ସେମିତି ପ୍ରେମିକାକୁ ପ୍ରେମିକା ନୁହଁ, ପ୍ରତାରିକା କୁହାଯାଏ | ©Rajguru

#ପ୍ରତାରିକାकुमार #ରାଜଗୁରୁ #ପ୍ରେମ #Doobey  ଯେ ପ୍ରେମିକର ମନ କଥା ଓ ପରିସ୍ଥିତିକୁ ବୁଝିପାରେନା, ସେମିତି ପ୍ରେମିକାକୁ ପ୍ରେମିକା ନୁହଁ, ପ୍ରତାରିକା କୁହାଯାଏ |

©Rajguru

ସେ ଫୁଲେଇ ଦେଖାଏ ରଂଗ ତା' ନାକ ଅଗରେ ଲଂକା ରାଗ କେମିତି ବୁଝେଇବି ଜାଣିପାରେନା ମୁଁ ସେ ରାଗ ରଂଗରେ ଅବୁଝା ମୁଁ..... ©Rajguru

#ରାଜଗୁରୁ #ପ୍ରେମ #forbiddenlove #nojotodia  ସେ ଫୁଲେଇ ଦେଖାଏ ରଂଗ
ତା' ନାକ ଅଗରେ ଲଂକା ରାଗ
କେମିତି ବୁଝେଇବି ଜାଣିପାରେନା ମୁଁ 
ସେ ରାଗ ରଂଗରେ ଅବୁଝା ମୁଁ.....

©Rajguru
#ଚିନ୍ତାଧାରା #ରାଜଗୁରୁ #ଜୀବନ #Pattiyan  ଜୀବନ💗
ବିଷ ନଈକୂଳେ ଶେଷ ଅବଶୋସ
ହସରୁ ଆରମ୍ଭ ଲୁହରେ ଶେଷ !!

©Rajguru

ଧୋକା ସେ ଦିଏ ଯେ ପ୍ରେମ ଆଉ ପରିସ୍ଥିତିର ଭିଡ଼ଭିତରେ ଫସିଯାଇ ନିଜର ଅସ୍ତିସ୍ତ୍ୱକୁ ହରେଇବସେ , ମହାଭାରତର ଅଭିମନ୍ୟୁ ପରି ଚକ୍ରବ୍ୟୁହକୁ ଭେଦ କରିନପାରି ଶେଷରେ ପରାଜିତ ସୈନିକଟି ପରି ନିଜ ପ୍ରେମକୁ ବଳିଦାନ ଦେଇଦିଏ ..... ପ୍ରେମର ଗଭୀରତାରୁ .....କ୍ରମଶଃ..✒ ©Rajguru

#ଚିନ୍ତାଧାରା #ରାଜଗୁରୁ #nojotodia #DhakeHuye  ଧୋକା ସେ ଦିଏ ଯେ ପ୍ରେମ ଆଉ ପରିସ୍ଥିତିର ଭିଡ଼ଭିତରେ ଫସିଯାଇ ନିଜର ଅସ୍ତିସ୍ତ୍ୱକୁ ହରେଇବସେ , ମହାଭାରତର ଅଭିମନ୍ୟୁ ପରି ଚକ୍ରବ୍ୟୁହକୁ ଭେଦ କରିନପାରି ଶେଷରେ ପରାଜିତ ସୈନିକଟି ପରି ନିଜ ପ୍ରେମକୁ ବଳିଦାନ ଦେଇଦିଏ .....
ପ୍ରେମର ଗଭୀରତାରୁ .....କ୍ରମଶଃ..✒

©Rajguru
#ପ୍ରେମପରିଭାଷା #ରାଜଗୁରୁ #ପ୍ରେମ #amirkhan  ଜୀବନ ରାସ୍ତାରେ ଚାଲୁଚାଲୁ କେତେବେଳେ ଯେ ତୁମ
 ସଂସ୍ପର୍ଶରେ ଆସିଗଲି ଆଉ ତୁମ କାନ୍ଧରେ ମଥାରଖି ଦୁନିଆର ରଂଗୀନ ସ୍ୱପ୍ନଦେଖିବାରେ ମଜ୍ଜିଗଲି ଜାଣିପାରିଲିନି | ତୁମ ନରମ ହାତର ପ୍ରତିଟି ସ୍ପର୍ଶ କାହିଁ ଏକ ଅଜଣା ଶିହରଣ ପୁଲକ ମୋ ସମଗ୍ର ଶରୀର ମଧ୍ୟରେ ଖେଳେଇଦେଉଥିଲା ,ଏମିତି ଲାଗୁଥିଲା ତୁମ ପରଶ ପାଇବା ପାଇଁ ଏ ମନ 
ପ୍ରତି ମୂହୁର୍ତ୍ତରେ ଏକାକୀପଣ ଅନୁଭବ କରୁଥିଲା |

©Rajguru

#amirkhan #ରାଜଗୁରୁ #ପ୍ରେମପରିଭାଷା Dhanraj Gamare Babita Kumari Sk Manjur Devrajsolanki Sanjana

105 View

Trending Topic