tags

New kka Status, Photo, Video

Find the latest Status about kka from top creators only on Nojoto App. Also find trending photos & videos about kka.

  • Latest
  • Popular
  • Video
#କମଳାକୃଷ୍ଣ_ଅଶୋକ #ପ୍ରତିଶୋଧ #Life_experience #sad_quotes #Music #SAD  White ପ୍ରତିଶୋଧ ର ଭାବନାରେ
ମନ ଗଣେଶ ନୁହେଁ
ପିଶାଚ ର ରୂପ ନିଏ‼️

ପ୍ରତିଶୋଧ ଭାବନାରେ . . .
ମନ ପାଣି କି ଖାଦ୍ୟ ନୁହେଁ
ରକ୍ତ ମାଂସ ଖୋଜେ‼️

ପ୍ରତିଶୋଧ ଭାବନାରେ . . .
ହାତ କଲମ କି ଲଙ୍ଗଳ ନୁହେଁ
ହତିଆର ଧରେ‼️

ପ୍ରତିଶୋଧ ଭାବନାରେ . . .
ମନ ହୁତାସନ ର ନିଆଁ ହୁଏ
ସେ ନିଆଁର ଧୂଆଁ ସବୁକୁ ପ୍ରଶ୍ୱାସ କରି ,
ରକ୍ତ ସବୁକୁ ହୃଦୟ କଡ଼େଇରେ ଫୁଟାଏ‼️
ଆଉ ସେଇ ଫୁଟା ରକ୍ତର ବାଷ୍ପ ସବୁକୁ
ନାଲିଆଖି ଗର୍ଜନର ଶବ୍ଦ ବନାଏ❗

©KkA
#କମଳାକୃଷ୍ଣ_ଅଶୋକ #Life_experience #Music #story #Dosti  White ସମୟର ଆଢୁଆଳରେ ରହି
ସମୟକୁ ବାନ୍ଧି ରଖିବାର ସ୍ବପ୍ନ ଦେଖୁଦେଖୁ
ଏମିତି ଏ ସମୟ ହାତ ଛାଡିଦିଏ‼️
ଆଉ ଦେଇଯାଏ .. .
କିଛିଟା ଅନୁଭୂତି , କିଛି ଯନ୍ତ୍ରଣା
ଆଉ କିଛି ହରେଇବାର କ୍ଷୋଭ❗ 
କ୍ଷୋଭ କେବଳ ନିଜ ଉପରେ ... .. .

©KkA
#କମଳାକୃଷ୍ଣ_ଅଶୋକ #Life_experience #kkalived #Music #story  ଜାଣିଛ ନା ?
ପିଲାଦିନେ ଯେବେ ମୁଁ ପ୍ରଥମେ ପ୍ରଥମେ ଜାହାଜ ଦେଖିଲି
ସେତେବେଳେ ମୁଁ ମାନିବାକୁ ନାରାଜ୍ ଥିଲି ଯେ ,
ଜାହାଜ କୁ ମଣିଷ ବନେଇ ପାରେ ବୋଲି !

ବଡ଼ ହେବା ପରେ
ନୂଆନୂଆ ସାହିତ୍ୟ ପ୍ରେମରେ ମୁଁ .. . .
ଫକୀର ମୋହନଙ୍କ ଭଳି ସବୁ ବଡ଼ବଡ଼
ଭାଷା-ସାହିତ୍ୟ ପ୍ରେମୀଙ୍କ ଚମତ୍କାର ଚିନ୍ତା ଧାରାର ଲେଖା ସବୁକୁ
ପଢ଼ିଲା ପରେ ବି ମାନୁନଥିଲି ଯେ ,
ଏଇଭଳି ସବୁ ଲେଖାକୁ ମଣିଷ ଲେଖି ପାରେ ବୋଲି !

ଆଉ ଜାଣିଛ ?
ତମକୁ ଦେଖିଲା ପରେ
ମୋ ମନରେ ସେଇ ସମାନ ପିଲାଳିଆମୀ ପଣ ଯେ .. . .
ଏମିତି ସୁନ୍ଦରୀଙ୍କର ଜନ୍ମ ବି ପୃଥିବୀପୃଷ୍ଠ ରେ ହେଇପାରେ ବୋଲି !

©KkA
#କମଳାକୃଷ୍ଣ_ଅଶୋକ #Life_experience #Music #story #safar  White ସ୍ବପ୍ନ ତ ସମସ୍ତେ ଦେଖନ୍ତି❗
ମୁଁ ବି ଦେଖେ ।

ମୁଁ ଜାଣିଚି ... .. .
ସ୍ୱପ୍ନରେ କୌଣସି ବାସ୍ତବତା ନାହିଁ ।
ତଥାପି ... .. .
ତଥାପି ସ୍ବପ୍ନ ଦେଖିବାକୁ ,
ମତେ ବହୁତ ଭଲଲାଗେ
ହଁ , ଭଲ ଲାଗେ
ଖାସ୍ ତମକୁ ଦେଖିବା ପାଇଁ‼️

©KkA
#କମଳାକୃଷ୍ଣ_ଅଶୋକ #Life_experience #kkalived #beHappy #story  BeHappy ମୁଁ ଯେବେ କାନ୍ଦୁଥିଲି
ତା ଓଠରେ କିଛି 
ଏମିତି ହିଁ ନେଳି ନେଳିଆ
ଆକାଶ ଭରା ହସ ଦିଶୁଥିଲା

©KkA
#Life_experience #kkaofficial #SunSet #Music #story  White ତୁମେ କହିଥିବା ସଞ୍ଜବେଳ କଥା
ଆଜି ଭାରି ମନେପଡ଼େ

Trending Topic